Browsing Category

ନ୍ୟୁଜ୍

ଜୋର ଧରିଲା ଓମଫେଡ ବିରୋଧୀ ପ୍ରତିବାଦ : ଭୁବନେଶ୍ୱର ଲୋୟର ପିଏମଜିରେ କ୍ଷୀର ଢାଳିଲେ ଚାଷୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୋର ଧରିଲା ଓମଫେଡ ବିରୋଧୀ ପ୍ରତିବାଦ । ପୁଣି ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କଲେ ଚାଷୀ । ହେଲେ ସାଧାରଣ ଲୋକେ ଏଭଳି ରାସ୍ତାରେ କ୍ଷୀର ଢାଳିବାକୁ ବିରୋଧ କରିବାରୁ ମାଗଣାରେ କ୍ଷୀର ବାଂଟିଛନ୍ତି ଆନ୍ଦୋଳନକାରୀ । ଦୁଇଦିନ ତଳେ ବରଗଡରେ ହଜାର ହଜାର ଲିଟର…
Read More...

ବାବା ବନାମ ସରକାର : ତେଜିଲେ ବାବା ସମର୍ଥକ, ଅସହାୟ ସରକାର

ଅସ୍ତରଙ୍ଗ, କନକ ନ୍ୟୁଜ୍ : ବାନା ବାବା ବନାମ ସରକାର । ଆଶ୍ରମକୁ ନେଇ ଚାଲିଛି ବଳା କଷାକଷି । ଭଙ୍ଗା ଯାଇଛି ତାରବାଡ । ଆଶ୍ରମରେ ଧସେଇ ପଶିଛନ୍ତି ବାବାଙ୍କ ସମର୍ଥକ । ପ୍ରାୟ ୮ ମାସ ପରେ ଗହଳି ଜମିଛି ଅସରଂଗର କଳକୀ ବାବାଙ୍କ ଆଶ୍ରମରେ । ପୂଜାପାଠ କରିଛନ୍ତି ବାବାଙ୍କ ଭକ୍ତ । ଆଶ୍ରମ ପରିସରରେ…
Read More...

ଜୀବନ ଯୁଦ୍ଧରେ ହାରି ନଥିବା ମଣିଷଙ୍କ କଥା: କନକ ନ୍ୟୁଜ୍ ରେ ଆରମ୍ଭ ହେଉଛି ନୂଆ କାର୍ଯ୍ୟକ୍ରମ ଅପରାଜିତା

ଆଜିଠାରୁ କନକ ନ୍ୟୁଜ୍ ରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ସ୍ୱାଦର ପ୍ରେରଣାଦାୟୀ କାହାଣୀ ଅପରାଜିତା । ଓଲିଉଡ ଜଗତରେ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣି ଆସୁଥିବା ବିଶିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି । ସମାଜରେ ଏମିତି କିଛି ମହିଳା…
Read More...

ଭୁବନେଶ୍ୱର ଉପକଂଠ ବାଲିପାଟଣାରେ ଜୀଅନ୍ତା ଜଳିଗଲେ ବୃଦ୍ଧ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନରଦା ବସ୍ତିରେ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ କବାଟ ବନ୍ଦ କରି ଘରେ ନିଅାଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି, ଫଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛିି । ତେବେ ଏହି ଅଗ୍ନିକାଣ୍ଡରୁ ବୃ୍ଦ୍ଧଙ୍କ ବୋହୂ…
Read More...

ବାନା ବାବା ସମର୍ଥକଙ୍କ ଗୁଣ୍ଡାଗିରି:ବନ ବିଭାଗ କବଜାରେ ଥିବା ସରକାରୀ ଜମିକୁ କଲେ ଅକ୍ତିଆର

ପୁରୀ ବ୍ୟୁରୋ , କନକ ନ୍ୟୁଜ୍:ବାବାଙ୍କ କବଜାରେ ଆଶ୍ରମ । ପ୍ରଶାସନର ତାର ବାଡ ଭାଙ୍ଗି ଆଶ୍ରମକୁ ଧସେଇ ପଶିଲେ ବାବାଙ୍କ ଶତାଧିକ ସମର୍ଥକ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ବିବାଦୀୟ ବାନା ବାବାଙ୍କ ଆଶ୍ରମରେ । ଦୀର୍ଘଦିନ ହେବ ସରକାର ଜମିକୁ ଜବରଦଖଲ କରି ବାନା ବାବା…
Read More...

ରାଜ୍ୟସଭାରେ ପ୍ୟାରୀଙ୍କ ବିଦାୟକାଳୀନ ଭାଷଣ:ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇ ଥିବାରୁ ନବୀନକୁ ଦେଲେ ଧନ୍ୟବାଦ

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟସଭା ସାଂସଦ ଭାବେ ସରୁଛି ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡା, ଭୁପିନ୍ଦର ସିଂଙ୍କ କାର୍ଯ୍ୟକାଳ । ଖାଲି ଏମାନଙ୍କର ନୁହେଁ, ଖୁବଶୀଘ୍ର ସରିବାକୁ ଯାଉଛି ୫୩ ସଦସ୍ୟଙ୍କ କାର୍ଯ୍ୟକାଳ । ଏଥିପାଇଁ ରାଜ୍ୟସଭାରେ ଆୟୋଜିତ ହୋଇଥିଲା ବିଦାୟ କାଳୀନ ସମାରୋହ ।…
Read More...

ଆଦିବାସୀଙ୍କ ସରକାର ବିରୋଧୀ ଗର୍ଜନ:୧୪ ଦଫା ଦାବିରେ କମ୍ପିଲା ସୁବର୍ଣ୍ଣପୁର

ରାମପୁର :ସୁବର୍ଣ୍ଣପୁରରେ ଆଦିବାସୀଙ୍କ ସରକାର  ବିରୋଧୀ ଗର୍ଜନ । ୧୪ ଦଫା ଦାବି ପୁରଣ ପାଇଁ ରାମପୁର ସହରରେ ଆଦିବାସୀ ସଂଘ ପକ୍ଷରୁ ବିଶାଳ ସମାବେଶ ହୋଇଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଦିବାସୀ । ଟାଙ୍ଗିଆ, ବର୍ଛା, ଫାର୍ସା, ଖଣ୍ଡା ଆଦି ଧରି…
Read More...

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ ୬୭ ହଜାର ୯୯୯ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ସମୁଦାୟ ପାସହାର ରହିଛି ୮୦ ଦଶିମକ ୮୦ ପ୍ରତିଶତ । ୫୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି  ।…
Read More...

ଜଗମୋହନ ମରାମତି ପ୍ରସଙ୍ଗ: ଆଜି ବସିବ କୋର୍ କମିଟି ବୈଠକ

ପୁରୀ ବ୍ୟୁରୋ,କନକ ନ୍ୟୁଜ୍: ଜଗମୋହନ ମରାମତିକୁ ନେଇ କୋର କମିଟି ପଠାଇଥିବା ପ୍ଲାନ୍ ଏବଂ ସୁପାରିଶକୁ ଏ.ଏସ୍.ଆଇ ଡିଜିଙ୍କ ଅନୁମୋଦନ ମିଳିପାରିନାହିଁ । ଏନେଇ ଆଇନ ମନ୍ତ୍ରୀ କୋର କମିଟି ବୈଠକ ଡକାଇଛନ୍ତି । ଭୁବନେଶ୍ୱରରେ ଏହି ବୈଠକ ବସିବ । ନିଅଁ ଖୋଳା ଏବଂ ଷ୍ଟିଲ୍ ଫ୍ରେମ ଦ୍ୱାରା ମରାମତି…
Read More...

କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହେଲେ ସାରଥୀ ବାବା

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ପରେ ପୁଣି ଚୌଦ୍ୱାର ଜେଲ ଗଲେ ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ବିବାଦୀୟ ଯୁବତୀ ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସିଆଇଡି କେସ ନମ୍ବର ୧୨ରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ପୁଣିଥରେ…
Read More...