Browsing Category

ନ୍ୟୁଜ୍

ପ୍ରଥମ ଦିନରେ ଫେଲ ମାରିଲା ଚିଟଫଣ୍ଡ ସମ୍ପତି ନିଲାମୀ ପ୍ରକ୍ରିୟା : ରୋଜଭ୍ୟାଲି ସଂପତି ଇ-ଅକ୍ସନରେ ସାମିଲ ହେଲେନି…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଥମ ଦିନରେ ଫେଲ ମାରିଲା ଚିଟଫଣ୍ଡ ସମ୍ପତି ନିଲାମୀ ପ୍ରକ୍ରିୟା । ଆଜି ହୋଇଥିବା ରୋଜଭ୍ୟାଲି ସଂପତି ଇ-ଅକ୍ସନରେ ସାମିଲ ହେଲେନି  ବିଡର । ସଂସ୍ଥାର ବାଲେଶ୍ୱର ନୀଳଗିରିରେ ଥିବା ୪୫ ଡେସିମିଲ ଜମି ଏବଂ କଟକ-ଭୁବନେଶ୍ୱର ରୋଡରେ ଉତ୍କଳ ସିଗନେଚର ପରିସରରେ…
Read More...

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ଚିଫ୍ ଇଂଜିନିୟର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଚିଫ୍ ଇଂଜିନିୟର ନିଲମ୍ବିତ । ଇଂଜିନିୟର ଇନ୍ ଚିଫ୍ ଶୁକଦେବ ମେହେରଙ୍କୁ ନିଲମ୍ବନ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନବୀନ ପଟ୍ଟନାୟକଙ୍କ ଅଧିନରେ ଥିବା…
Read More...

ଆଇଓସିଏଲ ଗ୍ୟାସ୍ ବିତରଣରେ ଘୋଟାଲା ଅଭିଯୋଗ :ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଇଓସିଏଲରେ ଘୋଟାଲା ବିରୋଧରେ କଟକ-ଚୌଦ୍ୱାର ବିଜେଡିର ରଣହୁଂକାର । ବିନା ଟେଣ୍ଡରରେ ଗ୍ୟାସ୍ ବିତରଣ ଅଭିଯୋଗ ଆଣିଛି ବିଜେଡି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମୀର ଦେ ଓ ନୟନ ଦାସଙ୍କ ଇସ୍ତଫା ଦାବି ଜୋର ଧରିଛି । ଏଥିପାଇଁ ଆଜି…
Read More...

ମାଲକାନଗିରିରେ ପୁଣି ମାଓ ବିସ୍ପୋରଣ

ମାଲକାନଗିରି :  ମାଓବାଦୀଙ୍କ ବିସ୍ଫୋରଣ । ଛତିଶଗଡ ଦାନ୍ତେୱାଡା ପଚେଲି ଅଂଚଳରେ ଥିବା ଲୁହାପଥର ଖଣିରେ ସେମାନେ ଏହି ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ଦୁଇଟି କନଭୟେର ବେଲ୍ଟ ନଷ୍ଟ ହୋଇଯାଇଛି । ଫଳରେ ଖଣିରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ସେପଟେ ଆଜିଠାରୁ ଦୁଇ ଦିନିଆ ବନ୍ଦଡାକରା ଦେଇଛନ୍ତି…
Read More...

ରାଜରାସ୍ତାରେ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ : ୧୬ ଦଫା ଦାବି ନେଇ ବିକ୍ଷୋଭ

 ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍  ରାଜରାସ୍ତାକୁ ଓହ୍ଲାଇଛନ୍ତି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ । ୧୬ ଦଫା ଦାବିରେ ଏମାନେ ବିକ୍ଷୋଭ କରିଛନ୍ତି । ପ୍ରବଳ ଖରା ସତ୍ୱେ ହଜାର ହଜାର କର୍ମୀ ମାଷ୍ଟରକ୍ୟାଂଟିନରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ଅଧାରାସ୍ତାରେ…
Read More...

ବିଜେଡି ଆକାଉଂଟରେ ୮ କୋଟି ଟଙ୍କା ଜମା ପ୍ରସଙ୍ଗ : ଖୋଲତାଡ ଆରମ୍ଭ କରିଛି ଆୟକର ବିଭାଗ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ଆକାଉଂଟରେ ୮ କୋଟି ଟଙ୍କା ଜମା ପ୍ରସଙ୍ଗ । ଆକାଉଂଟ ବାବଦରେ ଖୋଲତାଡ ଆରମ୍ଭ କରିଛି ଆୟକର ବିଭାଗ । ମିଳିଥିବା ସଚୂନା ଅନୁସାରେ ଏସବିଆଇର ମଖ୍ୟ କାର୍ଯ୍ୟାଳୟକୁ ବିଧିବଧ ଭାବେ ଆୟକର ବିଭାଗ ଚିଠି ଲେଖିଛି । ଆକାଉଂଟ ବାବାଦରେ ସମସ୍ତ ତଥ୍ୟ ଦେବା…
Read More...

ବିଜେଡି ଆକାଉଂଟରେ ଚିଟଫଣ୍ଡ ଟଙ୍କା ଜମା ପ୍ରସଙ୍ଗ : ଗୃହରେ ଆଇନ୍ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ଦଳ ନେତା ଆଣିଥିବା ବିଜେଡି ଆକାଉଂଟ ଅଭିଯୋଗରେ ଗୃହର ମଧ୍ୟଭାଗରେ ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗତକାଲି ରାଇଟରଙ୍କ…
Read More...

ସୋସିଆଲ ମିଡିଆରେ ନବୀନଙ୍କ ସେକେଣ୍ଡ୍ ଇନିଙ୍ଗସ୍ : ଟ୍ୱିଟର ପରେ ଆସିଲେ ଫେସବୁକକୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଟ୍ୱିଟର ପରେ ଫେସବୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଆହୁରି ନିକଟତର ହେବାକୁ ସର୍ବାଧିକ ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକରେ ନିଜସ୍ୱ ଏକାଉଂଟ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁଶାସନ ଓ ଉତମ ସେବା ଯୋଗାଇ ଦେବା…
Read More...

ରିମାଣ୍ଡରେ ଆସିବ ଆତଙ୍କବାଦୀ ଅବଦୁଲ ରେହମାନ:ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି

ସାଲେପୁର :  ଆତଙ୍କବାଦୀ ଅବଦୁର ରେହମାନକୁ ରିମାଣ୍ଡରେ ନେବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ମିଳିଛି û ରେହମାନକୁ ରିମାଣ୍ଡରେ ଆଣିବାକୁ କ୍ରାଇବ୍ରାଂଚ ଏସଟିଏଫ ପକ୍ଷରୁ ସାଲେପୁର ଜେଏମଏଫସି କୋର୍ଟରେ ରିମାଣ୍ଡ ଆବଦେନ ହୋଇଥିଲା । କୋର୍ଟ ଏହି ରିମାଣ୍ଡ ଆବେଦନକୁ ଗ୍ରହଣ କରିବା ସହ ୧୫…
Read More...

ଜମାକାରୀ ପାଇବେ ଟଙ୍କା :ନିଲାମ ହେବ ରୋଜଭ୍ୟାଲି ସଂପତି

କଟକ ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟରେ ପ୍ରଥମଥର ଲାଗି ସର୍ବସାଧାରଣରେ ନିଲାମ ହେବ କୌଣସି ଚିଟଫଣ୍ଡ ସଂସ୍ଥାର ସଂପତି । ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର କେତେକ ସଂପତିକୁ ଆଜି ଇ-ନିଲାମ କରାଯିବ । ବାଲେଶ୍ୱର ନୀଳଗିରିରେ ଥିବା ୪୫ ଡେସିମିଲ ଜମି ଏବଂ କଟକ-ଭୁବନେଶ୍ୱର ରୋଡରେ  ଉତ୍କଳ ସିଗନେଚର…
Read More...