Browsing Category

ନ୍ୟୁଜ୍

ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ ଡ୍ରୋନ୍ । ବଙ୍କର ଭିତରେ ଶତ୍ରୁଙ୍କୁ ନିପାତ କରିବା ପାଇଁ ବ୍ୟବହାର…

କନକ ବ୍ୟୁରୋ : ଜାରି ରହିଛି ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧ । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମ ସମୟ ସରିବା ପରେ ଗାଜ୍ଜା ପଟି ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ୍ । ବୋମା ମାଡରେ ସବୁକିଛି ଛାରଖାର ହେବାକୁ ବସିଛି । ମିଳିଥିବା ତାଜା ସୂଚନା ଅନୁସାରେ, ଗାଜା ସହର ଓ ତାର…
Read More...

ସଂସଦରେ ଶୁଭିଲା ମୋଦି ମୋଦି ନାରା । ୩ ରାଜ୍ୟରେ ବିଜୟକୁ ନେଇ ଉତ୍ସାହିତ ବିଜେପି ସଂସଦ, ଅଧିବେଶନ ଆରମ୍ଭ ପୂର୍ବରୁ…

କନକ ବ୍ୟୁରୋ : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଶାସକ ଦଳ ଉତ୍ସାହିତ । ଗୃହ ଭିତରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଆଉ ନାରା ଦେଇଛନ୍ତି ତୃତୀୟ ଥର ମୋଦୀ ସରକାର, ବାରମ୍ବାର ମୋଦୀ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା…
Read More...

କଲେଜ କ୍ୟାମ୍ପସରେ ତେଜିଲା ପୋଷ୍ଟର ପଲିଟିକ୍ସ । ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ସେଲ୍ଫି ପଏଣ୍ଟ୍…

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଂଟ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଏହି ଥ୍ରିଡି ସେଲଫି ପଏଂଟ କଲେଜ କ୍ୟାମ୍ପସରେ ଳଗାଯିବ ।…
Read More...

ଜେଲରୁ ବାହାରିବେ ଅର୍ଚ୍ଚନା ନାଗ ! ହାଇକୋର୍ଟରୁ ମିଳିଲା ଜାମିନ । 

କନକ ବ୍ୟୁରୋ : ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଇଡି କରିଥିବା ମାମଲାରେ ମିଳିଲା ଜାମିନ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ…
Read More...

ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଲୋହିତ ସାଗରରେ ଏକ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମାଲବାହୀ ଜାହାଜ ଉପରେ ଆକ୍ରମଣ

ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଚଳାଚଳ କରୁଥିବା ଜାହାଜ ମାନଙ୍କ  ଉପରେ ଆକ୍ରମଣ କରୁଛନ୍ତି । ବିଦ୍ରୋହୀମାନେ ଇସ୍ରାଏଲକୁ ଟାର୍ଗେଟ କରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମଧ୍ୟ ଗୁଳି ଚଳାଉଛନ୍ତି । ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ୟେମେନର ସାନାଠାରେ ରବିବାର ଦିନ ପ୍ରାୟ ୧୦…
Read More...

ମିଜୋରାମରେ ବଦଳିବ ସରକାର । ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା ।

କନକ ବ୍ୟୁରୋ : ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍ । ପଛରେ ପଡିଛି ଶାସକ ଦଳ ଏମଏନଏଫ । ୪୦ ବିଧାନସଭା ଆସନରୁ ୨୭ରୁ ଅଧିକ ଆସନରେ ଜେଡପିଏମ୍ ବା ଜୋରାମ ପିପୁଲ ମୁଭମେଂଟ ଆଗରେ ରହିଥିବା ବେଳେ ଏମଏନଏଫ ୧୦ଟି ଆସନରେ ଆଗୁଆ ରହିଛି ।…
Read More...

ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବାଲିଯାତ୍ରା ବଢାଇବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ : ଆଜି ନୁହେଁ କାଲି ସରିବ କଟକ ବାଲିଯାତ୍ରା । ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ…
Read More...

ରାଜଧାନୀରେ ମାତିଛନ୍ତି ରୟାଲ ଚୋର: ୩ ବାଇକ୍ ଲୁଟେରାଙ୍କୁ ଧରିଲା ଖଣ୍ଡଗିରି ପୋଲିସ, ଲୁଟେରାଙ୍କ ଠାରୁ ଜବତ ୨୩ଟି ବାଇକ୍

କନକ ବ୍ୟୁରୋ: ରୟାଲ ଏନଫିଲଡ ବୁଲେଟ ପଛରେ ଲୁଟେରା । ଯେଉଁଠି ରୟାଲ ବୁଲେଟ୍ ଗାଡି ଦେଖୁଛନ୍ତି ତାକୁ ଚୋରି କରୁଛନ୍ତି । ରାଜଧାନୀରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । କେବଳ ବୁଲେଟ ନୁହଁ ଅନ୍ୟ କମ୍ପାନୀର ଦାମୀ ଗୁଡିକୁ ମଧ୍ୟ ଚୋରି କରିଥିବାର ଜଣାପଡିଛି । ଯାହାକୁ ପୋଲିସ…
Read More...

ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ: ବିଡିଓଙ୍କ ଆଗରେ ଆଣ୍ଠେଇଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୱାର୍ଡ ମେମ୍ବର

କନକ ବ୍ୟୁରୋ: ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବା । ନିଜ ଦାବି ନେଇ ବିଡିଓଙ୍କ ଆଗରେ ଆଣ୍ଠେଇଲେ ମହିଳା ୱାଡ ମେମ୍ବର । ଅଭିଯୋଗ କଲେ ସେମାନଙ୍କୁ କୌଣସି ବିକାଶମୂଳକ କାର୍ଯ୍ୟରେ ଡକାଯାଇନି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡାର ବ୍ଲକ ଜିପିରେ ଦେଖିବାକୁ ମିଳିଛି ଏହି ଘଟଣା ।…
Read More...

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି…
Read More...