Browsing Category

ନ୍ୟୁଜ୍

ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମ୍ ପମ୍ କାଷ୍ଟିଂ କାଉଚ୍ ମାମଲା । ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କ ଜାମିନ୍ ଆବେଦନ ଖାରଜ ହେଲା । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ ଖାରଜ ହୋଇଛି । ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ଅଭିଯୋଗରେ ଜେଲରେ ଅଛନ୍ତି ପପୁ ଓ ତାଙ୍କ…
Read More...

ଖାଉଟିଙ୍କୁ ଆଶ୍ୱସ୍ତି : ଚଳିତବର୍ଷ ବଢିବନି ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ବର୍ଷ ବଢିବ ନାହିଁ ବିଦ୍ୟୁତ୍ ଶୁଳ୍କ । ବର୍ଷ ମଝିରେ ବିଜୁଳି ଦର ବଢିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ଶକ୍ତି ସଚିବ ରାଜେଶ ବର୍ମା । ଶୁଳ୍କ ବୃଦ୍ଧି ପାଇଁ ଗ୍ରୀଡକୋ, ଓପିଜିସି ଓ ଓଏଚଆରସି ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ…
Read More...

ନିଲମ୍ବିତ ଆଇପିଏସ ଅଫିସର ଜୟଦୀପ ନାୟକ ଗିରଫ ମାମଲା : ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ରିମାଣ୍ଡ ଆବେଦନ ଶୁଣାଣି…

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ଆଇପିଏସ ଜୟଦୀପ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଂଚିଲା । କେସଡାଏରୀ ଦାଖଲ ହୋଇନଥିବାରୁ ଆବେଦନର ଶୁଣାଣିକୁ ଆସନ୍ତାକାଲି ଯାଏଁ ଘୁଂଚାଇଛନ୍ତି ଭିଜିଲାନ୍ସର ସ୍ପେଶାଲ କୋର୍ଟ । କମ୍ଫ୍ୟୁଟର ଟ୍ରେନିଂ ଆଳରେ ୮୮ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ…
Read More...

ଅଭିନେତ୍ରୀ ଶର୍ମିଷ୍ଠାଙ୍କ କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା : ୨ ଜଣଙ୍କୁ ମିଳିଲା ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଅଭିନେତ୍ରୀ ଶର୍ମିଷ୍ଠାଙ୍କ କାଷ୍ଟିଂ କାଉଚ୍ ଅଭିଯୋଗ ମାମଲାରେ ନିର୍ଦେଶକ ଚଣ୍ଡି ପରିଜା ଏବଂ ସୁବ୍ରତ ନାୟକଙ୍କୁ ହାଇକୋର୍ଟ ପ୍ରଦାନ କଲେ ଅନ୍ତରୀଣ ସୁରକ୍ଷା ।
Read More...

ବ୍ରହ୍ମପୁର ପାଲଟିଲା ରଣକ୍ଷେତ୍ର : ବିଜେପି,ବିଜେଡି କର୍ମୀ ମୁହାଁମୁହିଁ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ ବେଳେ ଗଣ୍ଡଗୋଳ । ଦୁଇ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବ୍ରହ୍ମପୁର ଷ୍ଟେସନରେ ବିଜେପି ଜିଲ୍ଲା ସଂପାଦକଙ୍କୁ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ ।…
Read More...

ଦେହ ବ୍ୟପାରର ନୂଆ ଫର୍ମୁଲା : ରାଜଧାନୀରେ ଚଳନ୍ତାକାରରେ ଚାଲିଛି ସେକ୍ସ କାରବାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳନ୍ତା କାରରେ ସେକ୍ସ ରାକେଟ୍ । ସ୍ମାର୍ଟ ସିଟିରେ ଦେହବ୍ୟବସାୟର ନୂଆ ଫର୍ମୁଲା ଏବେ ନଜରକୁ ଆସିଛି । ଭୁବନେଶ୍ୱରର ସିଆରପି ଅଂଚଳରୁ ଧରାପଡ଼ିଲେ ଜଣେ ଗ୍ରାହକ ଓ ୪ ଯୁବତୀ । ପୁରା ଫିଲ୍ମ ଷ୍ଟାଇଲରେ ଚାଲିଛି ବେଧଡକ ସେକ୍ସ କାରବାର ।  ଡ୍ୟାନସିଂ କାରରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ବ୍ରହ୍ମପୁରରେ ପୁଲିସ ଛାଉଣୀ : ବିରୋଧ ଭୟରେ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ, ୮ କଂଗ୍ରେସ…

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ ଆଗରୁ ବ୍ରହ୍ମପୁରରେ ପୁଲିସ ଛାଉଣୀ କରାଯାଇଛି । ବିରୋଧୀଙ୍କ ବିରୋଧ ଭୟରେ କଡା ସୁରକ୍ଷା ବ୍ୟବସ୍ଥା କରିଛି ବ୍ରହ୍ମପୁର ପୁଲିସ । ଆଗୁଆ ପଦକ୍ଷେପ ନେଇ ୮ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ସହ ବ୍ରହ୍ମପୁର ସହରରେ ୩୪…
Read More...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର : ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଲମ୍ବା ଲାଇନ୍

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଲମ୍ବା ଲାଇନ୍ । ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଧବଳେଶ୍ୱରରେ ୫ ହଜାରରୁ ଅଧିକ କାଉଡିଆ ଆଜି ଜଳାଭିଷେକ କରିଛନ୍ତି । ବଡି ଭୋରରୁ ଧାଡିରେ ଠିଆ ହୋଇ ମହାଦେବଙ୍କ ଉପରେ ଜଳଲାଗି…
Read More...

ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ସମ୍ବଲପୁରରୁ ଆରମ୍ଭ ହୋଇଛି ଯୁବ ବିଜେଡିର ପ୍ରତିବାଦ

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରି ବିଜେଡିର ପ୍ରତିବାଦ, ଆଜିଠାରୁ ପର୍ଯ୍ୟାୟକ୍ରମେ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରିବ ଯୁବ ବିଜେଡି । ସମ୍ବଲପୁରରୁ ଆରମ୍ଭ ହୋଇଛି ବିଜେଡିର ଏହି ପ୍ରତିବାଦ । ପର୍ଯ୍ୟାୟକ୍ରମେ…
Read More...

କନ୍ଧମାଳ ପୋଲିସ ଏନକାଉଂଟରକୁ ବିରୋଧ : ଆଜି କନ୍ଧମାଳ, ରାୟଗଡା ବନ୍ଦ ଡାକରା

କନ୍ଧମାଳ : ଗୁମୁଡୁମାହାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିରୀହ ଆଦିବାସୀଙ୍କ ମୃତ୍ୟୁର ପ୍ରତିବାଦ । ଆଜି କନ୍ଧମାଳ ଓ ରାୟଗଡା ବନ୍ଦ ଡାକରା ଦେଇଛି ବାଶଧାରା-ନାଗାବଳୀ-ଘୁମୁସର ମାଓ ଡିଭିଜନ । ବନ୍ଦ ଡାକରାକୁ ସଫଳ କରିବାକୁ ମାଓସଂଗଠନ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି । ରାୟଗଡା ଜିଲ୍ଲାର ଶିଖରପାଇ…
Read More...