Browsing Category

ନ୍ୟୁଜ୍

ଅଲିଭ ରିଡଲେଙ୍କ ପାଇଁ ସଚେତନତା ଶିବିର । ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ…

କନକ ବ୍ୟୁରୋ: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ସଚେତନତା ଶିବିର । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଲିଭ ରିଡଲେ କଇଁଛଙ୍କୁ ମାରିବା ନାହିଁ ବରଂ ସେମାନଙ୍କର ସୁରକ୍ଷା କରିବା ।…
Read More...

ଜମୁଛି ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ମୁଖ୍ୟ ଆକର୍ଷଣ ପାଲଟିଲା ଘୋଡା ଦୌଡ ।

କନକ ବ୍ୟୁରୋ: ଚିତ୍ରକୋଣ୍ଡାରେ ବ୍ଲକ ସ୍ତରିୟ ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ଏହି ମହୋସ୍ରବରେ ସବୁଠୁ ଆକର୍ଷଣିୟ ପାଲଟିଥିଲା ସ୍ୱାଭିମାନ ଅଞ୍ଚଳର ଘୋଡା ଦୌଡ ପ୍ରତିଯୋଗିତା । ଗତ ଦୁଇ ବର୍ଷ ଧରି ପ୍ରତିଯୋଗିତାର ଆୟୋଜନ କରି ଆସୁଛି ମାଲକାନଗିରି ଜିଲ୍ଲା ପ୍ରସାଶନ । ଗୁରୁପ୍ରିୟା ସେତୁ…
Read More...

ଚାଷ ପାଇଁ ଗାଁରେ ବାଜିଲା ଡେଙ୍ଗୁରା । ଧରାକୋଟ ବ୍ଲକରେ ମରୁଡି ଘୋଷଣା ସହ କ୍ଷତିପୂରଣ ଦାବି କରିବାକୁ ଏକାଠି ହେଲେ ଚାଷୀ…

କନକ ବ୍ୟୁରୋ: ଗାଁ ଗାଁରେ ମେଳି ବାନ୍ଧିଳେଣି ଚାଷି । ଡେଙ୍ଗୁରା ଦେଇ ଏକାଠି ହେଉଛନ୍ତି । ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚାଷୀ ଆତଙ୍କିତ…
Read More...

ମୟୂରଭଞ୍ଜ ବେଢ଼ାକୁଦର ଗାଁରେ ନାହିଁନଥିବା ଉତ୍ସାହ । ଘରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ ।

କନକ ବ୍ୟୁରୋ: ମୟୂରଭଞ୍ଜ ବେଢ଼ାକୁଦ ଗାଁରେ ପହଞ୍ଚିିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ । ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଉତ୍ସାହିତ ଅଛନ୍ତି ପରିବାର ଲୋକ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଫେରିଛନ୍ତି ୪ ଶ୍ରମିକ । ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ…
Read More...

ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ…

କନକ ବ୍ୟୁରୋ: ପାରାଦୀପରେ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ପଛରେ କିଏ? କୋକେନର ଗନ୍ତବ୍ୟ ସ୍ଥଳ ଡେନ୍ମାର୍କ ନା ଓଡ଼ିଶା? ଏଭଳି ନିଶା କେମିତି ଏତେ ଯାଂଚ ପ୍ରକ୍ରିୟା ପାର କରି ଓଡ଼ିଶା ପର୍ଯ୍ୟନ୍ତ ଆସିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ଏପରିକି ଓଡ଼ିଶା ବଜାରରେ ଏହାର ପ୍ରବେଶ ଲାଗି…
Read More...

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ।

କନକ ବ୍ୟୁରୋ: ଆଜି ଗଭୀର ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହା ପରେ ଉତ୍ତର…
Read More...

ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ…

କନକ ବ୍ୟୁରୋ: ମୁହାଁମୁହିଁ ହେଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । ନୟାଗଡ଼ ଜିଲ୍ଲା ରଣପୁର ନି ର୍ବାଚନୀ ମଣ୍ଡଳୀର କନ୍ଧନୟାଗଡ଼ ପଂଚାୟତରେ ପ୍ରକଳ୍ପ ଉଦଘାଟନକୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ ହୋଇଛନ୍ତି । ଏପରିକି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା…
Read More...

ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର…

କନକ ବ୍ୟୁରୋ: ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନ୍ରେ ହରାଇଲା ଭାରତ । ବିଜୟ ସହ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ ଜିତି ନେଇଛି । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କରିଥିଲା…
Read More...

ସରପଞ୍ଚଙ୍କୁ ମିଳିଲା ନ୍ୟାୟ । ପାଠ ପଢ଼ିନଥିବା ଅଭିଯୋଗ କରି କୋର୍ଟରେ ମାମଲା କରିଥିଲେ ପରାଜିତ ପ୍ରାର୍ଥୀ  ।

କନକ ବ୍ୟୁରୋ: ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଏବେ ନାନା ତର୍କବିତର୍କ ଚାଲିଛି । ନେତା କେତେ ପାଠ ପଢ଼ିବା ଉଚିତ୍, ପାଠ ପଢ଼ିନଥିବା ଲୋକ ନେତା ହେବା ଊଚିତ୍ କି ନୁହେଁ, ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି । ହେଲେ ଏସବୁ ଭିତରେ ପାଠ ପଢ଼ିଥିଲେ ବି ତାଙ୍କ ବିରୋଧରେ ପାଠ ପଢ଼ିନଥିବାର ଅଭିଯୋଗ…
Read More...

ରାଜନୀତିରେ ମହୁମାଛି ଆକ୍ରମଣ । ନବରଙ୍ଗପୁର ରାଇଘରରେ ବିଜେପି ଶୋଭାଯାତ୍ରା ବେଳେ କାମୁଡ଼ିଲା ମହୁମାଛି । ବିଧାୟକଙ୍କ…

କନକ ବ୍ୟୁରୋ: ରାଜନୈତିକ ରାଲିରେ ମହୁମାଛି ଆକ୍ରମଣ । ଫଳରେ ଶହେରୁ ଅଧିକ ସାମାନ୍ୟ ଆହତ । ଏଭଳି ଦୃଶ୍ୟ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘରରୁ । ଶୁକ୍ରବାର ରାଇଘର ଠାରେ ବିଜେପି ପକ୍ଷରୁ ଏକ ରାଲି କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ପକ୍ଷରୁ ଏହି ରାଲି…
Read More...