Browsing Category

ନ୍ୟୁଜ୍

ସିଏମସି ବୈଠକରେ ବିଜେଡି କର୍ପୋରେଟରଙ୍କ ଗୁଣ୍ଡାଗିରି ଘଟଣା : ୪ ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଅଭିଯୋଗ

କନକ ବ୍ୟୁରୋ : ସିଏମସି ବୈଠକରେ ବିଜେଡି କର୍ପୋରେଟରଙ୍କ ଗୁଣ୍ଡାଗିରି ଘଟଣା । ୪ ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଅଭିଯୋଗ । ପୁରୀଘାଟ ଥାନାରେ କଂଗ୍ରେସ ପକ୍ଷରୁ ଅଭିଯୋଗ । ମନମୁଣ୍ଡା ଥାନାରେ ବିଜେପି ପକ୍ଷରୁ ଏତଲା ଦାୟାର । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ,ମନ୍ତ୍ରୀ…
Read More...

ଓଡିଶା–ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପରିଷଦ ବୈଠକ ଶେଷ

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପରିଷଦ ବୈଠକ ଶେଷ । ଏହି ବୈଠକରେ ଯୋଗଦେଇଥିଲେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଓ ଛିତଶଗଡ଼ ମଧ୍ୟରେ ଦେଖାଦେଇଛି ବିବାଦ । ଯାହାର…
Read More...

ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୁଳପତି । ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କୁ କୁଳପତି ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ ।
Read More...

ଡାକ୍ତର ମୋତିଲାଲ୍ ଗୌଡଙ୍କ ଚାଂଚଲ୍ୟକର ବୟାନ : ଦୁଇ ମନ୍ତ୍ରୀ ମୋତେ ଫସାଇଲେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁହଁ ଖୋଲିଲେ ମୋତିଲାଲ ଗୌଡ । ଆଜି ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେବା ସମୟରେ ଡାକ୍ତର ୪୨୦, କହିଛନ୍ତି ଦୁଇ ମନ୍ତ୍ରୀଙ୍କ ବିବାଦରୁ ଫସିଲି । ତେବେ ଦୁଇ ମନ୍ତ୍ରୀଙ୍କ ନାଁ ନନେଇ ମୋତିଲାଲ ଗୌଡ କହିଛନ୍ତି ଏହି ଦୁଇ ମନ୍ତ୍ରୀଙ୍କୁ ସାମ୍ନାକୁ…
Read More...

ବୌଦ୍ଧରେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷେନ୍ଦ୍ରଙ୍କୁ ବିଜେପିର କଳାପତାକା ପ୍ରଦର୍ଶନ

ବୌଦ୍ଧ : ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିରୋଧରେ ବିଜେଡିର ଜିଲ୍ଲାୱାରୀ ପ୍ରତିବାଦ ଜାରି ରହିଛି । ଆଜି ବୌଦ୍ଧ ଜିଲ୍ଲାରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ତେବେ ବୌଦ୍ଧ ଗସ୍ତବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଓ ନଗର…
Read More...

ଅଳିଆ ପକାକୁ ନେଇ ଦାରୁଠେଙ୍ଗାରେ ଉତେଜନା : ପୁଲିସର ଲାଠିଚାର୍ଜ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଶାନ୍ତ ଦାରୁଠେଙ୍ଗ । ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ପୁଲିସ ଜନତା ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୁଲିସ ଉପରକୁ ଉତ୍ୟକ୍ତ ଗାଁଲୋକେ ଢେଲାମାଡ କରିଛନ୍ତି ।  ପରିସ୍ଥିତିକୁ ଆୟତ କରିବାକୁ ପୁଲିସର ଲାଠିଚାର୍ଜ…
Read More...

ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେଲେ ପ୍ରଯୋଜକ ରାଜେଶ ପତି

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଉପାସନା ମହାନ୍ତି କାଷ୍ଟିଂ କାଉଚ୍ ମାମଲା । ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେଲେ ପ୍ରଯୋଜକ ରାଜେଶ ପତି । ଗତକାଲି ଉପାସନାଙ୍କ ବୟାନ ରେକର୍ଡ କରିଥିଲା ଲକ୍ଷ୍ମୀସାଗର ପୁଲିସ୍ ।ଫିଲ୍ମ ପ୍ରଯୋଜକ ରାଜେଶ ପତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି…
Read More...

ରାସନକାର୍ଡ ବଂଟନରେ ଅନିୟମିତତା ନେଇ ଆଜି ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ

କନକ ବ୍ୟୁରୋ : ରାସନକାର୍ଡ ଅନିୟମିତତା ନେଇ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି । ରାସନକାର୍ଡ ବଂଟନରେ ଅନିୟମିତତା ପ୍ରତିବାଦରେ ଆଜି ୩୧୪ ବ୍ଲକରେ ଧାରଣା ଦେବ ବିଜେପି । ଦଳୀୟ ଚିହ୍ନ ଓ ସମର୍ଥନ ଦେଖି ବିଜେଡ଼ି ଅଯୋଗ୍ୟ ହିତାଧିକାରୀଙ୍କୁ ବି ରାସନକାର୍ଡ ତାଲିକାରେ ସାମିଲ କରିଥିବା…
Read More...

ମୃତ୍ୟୁ ଉପରେ ବିଜୟ ପାଇବାକୁ ପ୍ରୟାସ : ସଂଜିବନୀ ବୁଟି ଖୋଜିବା ପାଇଁ ଉତରାଖଣ୍ଡ ସରକାରଙ୍କ ସ୍ୱତନ୍ତ୍ର ଟିମ୍

କନକ ବ୍ୟୁରୋ : ଆଉ ମରିବନି ମଣିଷ! ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଉତରାଖଣ୍ଡ ସରକାର। ହିମାଳୟ ପାଦଦେଶରେ ମୃତ ସଂଜିବନୀ ବୁଟି ଖୋଜିବା ପାଇଁ ଗଠନ କରିଛନ୍ତି ସ୍ୱତନ୍ତ୍ର ଟିମ୍ । ଆୟୁଷ ବିଭାଗ ଆରମ୍ଭ କରି ଦେଇଛି ସଂଜିବନୀ ବୁଟି ଖୋଜା ଅଭିଯାନ। ସଂଜିବନୀ ବୁଟି ଖୋଜିବା ପାଇଁ ହରିଶ ରାଓତଙ୍କ…
Read More...