Browsing Category

ନ୍ୟୁଜ୍

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋରରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱରରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକରେ ୨, ଭଣ୍ଡାରିପୋଖରୀ ବ୍ଲକରେ ୨ ଏବଂ ଭଦ୍ରକ ବ୍ଲକରେ ୨…
Read More...

ଅନୁଗୁଳରେ ପୁଣି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ

ଅନୁଗୁଳ : ଅନୁଗୁଳରେ ମନ୍ତ୍ରୀ ସଂଜୟ ଦାସବର୍ମାକୁ ବିରୋଧ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ବିରୋଧ କରିବା ନେଇ ଅନୁଗୁଳ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି ମନ୍ତ୍ରୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ବିରୋଧ କାର୍ଯ୍ୟକ୍ରମ ବେଳେ ବିଜେପି କର୍ମୀମାନେ…
Read More...

ସଚିବାଳୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଚିବାଳୟରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଭିିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୫୦ଟି ସହରାଂଚଳ ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ମାର୍ଟ ସିଟି ପାଇଁ…
Read More...

ରାସ୍ତା ଅବରୋଧ ହଟାଇ ଭୂଆଷୁଣି ଡମ୍ପିଂୟାଡରେ ଅଳିଆ ପକାଇଲା ବିଏମସି : ପୁଲିସ ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ…

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ରାସ୍ତା ଅବରୋଧ ହଟାଇ ଭୂଆଷୁଣି ଡମ୍ପିଂୟାଡରେ ଅଳିଆ ପକାଇଲା ବିଏମସି । ଅଳିଆ ପକାଇବାକୁ ବିରୋଧ କରି ସ୍ଥାନୀୟ ଦାରୁଠେଙ୍ଗ ବାସିନ୍ଦା ଆଜି ରାସ୍ତା ଉପରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ । ତେବେ କଡ଼ା ସୁରକ୍ଷା ମଧ୍ୟରେ ଭୂଆଷୁଣି ଡମ୍ପିଂୟାର୍ଡରେ ଅଳିଆ…
Read More...

ଜୟଦୀପ ନାୟକଙ୍କ ରିମାଣ୍ଡ ଅବଧି ଶେଷ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଜୟଦୀପ ନାୟକଙ୍କ ରିମାଣ୍ଡ ଅବଧି ଶେଷ । ରିମାଣ୍ଡ ଶେଷ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ହାଜର ହେଲେ ଜୟଦୀପ । ୩ ଦିନ ରିମାଣ୍ଡରେ ଥିଲେ ଜୟଦୀପ ନାୟକ , ଆଉ ୩ ଦିନ ରିମାଣ୍ଡ ପାଇଁ ଭିଜିଲାନ୍ସ ଆବେଦନ କରିଛି ।
Read More...

ଅନୁଗୁଳରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ

ଅନୁଗୁଳ : ଅନୁଗୁଳରେ ମନ୍ତ୍ରୀ ସଂଜୟ ଦାସବର୍ମାକୁ ବିରୋଧ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ବିରୋଧ କରିବା ନେଇ ଅନୁଗୁଳ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି ମନ୍ତ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ବିରୋଧ କାର୍ଯ୍ୟକ୍ରମ ବେଳେ ବିଜେପି କର୍ମୀମାନେ…
Read More...

ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ମାମଲା : ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ ଘେରିଲା ବିଜେପି

ବୌଦ୍ଧ : ମନମୁଣ୍ଡା ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ମାମଲାରେ ବୌଦ୍ଧରେ ଜିଲ୍ଳାପାଳଙ୍କ ଅଫିସ ଘେରିଲେ ବିଜେପି କର୍ମୀ । ସମସ୍ତ ସରକାର କାର୍ଯ୍ୟାଳୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ…
Read More...

ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ନେଟୱାର୍କର ପର୍ଦ୍ଦାଫାଶ : ଓଡିଶାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ବସ୍ତର ପୁଲିସ

ଛତିଶଗଡ : ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଏକ ନେଟୱାର୍କର ପର୍ଦ୍ଦାଫାଶ କରିଛି ଛତିଶଗଡ ବସ୍ତର ପୁଲିସ । ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ୨ ଅଭିଯୁକ୍ତଙ୍କୁ ବସ୍ତର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ କୋରାପୁଟ ହାଣ୍ଡିଆ ଗାଁର ନିରଂଜନ ଦାସ ଓ ଜୟପୁରର ଦୁର୍ଜତୀ ମହାକୁଡ…
Read More...

ଜିଦରେ ଅଟଳ ଦାରୁଠେଙ୍ଗ ବାସିନ୍ଦା : ଗଛ ପକାଇ ଡମ୍ପିଂୟାର୍ଡ ରାସ୍ତା ଅବରୋଧ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଦାରୁଠେଙ୍ଗ ବିବାଦ ଥମିବାର ନା ନେଉନି । ଆଜି ବି ଧାରଣାରେ ବସିଛନ୍ତି ଦାରୁଠେଙ୍ଗବାସୀ । ଗିରଫ ହୋଇଥିବା ୩୭ ଜଣ ଦାରୁଠେଙ୍ଗ ବାସିନ୍ଦାଙ୍କୁ ମୁକୁଳାଇବାକୁ ଦାବି ହୋଇଛି । ଆଜି ୮ଟି ପଂଚାୟତବାସୀଙ୍କ ମେଳି ହେବ । ଡମ୍ପିଂୟାର୍ଡ ତଥା ବିଏମସିର ଅରାଜକତା…
Read More...

ଝାରସୁଗୁଡା ପୁରୁଣା ବସ୍ତିରେ ଗୁଳିକାଣ୍ଡ : ସ୍ୱାମୀ ଗୁଳିରେ ସ୍ତ୍ରୀ ମୃତ

ଝାରସୁଗୁଡା : ଝାରସୁଗୁଡା ପୁରୁଣା ବସ୍ତିରେ ଗୁଳିକାଣ୍ଡ। ସ୍ୱାମୀର ଗୁଳିମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ହେଲେ ବିନ୍ଦୁ ସାହୁ । ତେବେ ହତ୍ୟାକାଣ୍ଡର କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । କଣ ପାଇଁ ସ୍ୱାମୀ ସ୍ତ୍ରୀକୁ ଗୁଳିମାଡ କଲା ସେ ନେଇ ପୁଲିସ ଛାନଭିନ…
Read More...