Browsing Category

ନ୍ୟୁଜ୍

ଢେଙ୍କାନାଳ : ଶାଙ୍କୁଲେଇ ପଂଚାୟତରେ ଭୋଟରଙ୍କ ଭୋଟ ଦେଉଛନ୍ତି ନିଜେ ପ୍ରିଜାଇଡିଂ ଅଫିସର

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ଶାଙ୍କୁଲେଇ ପଂଚାୟତରେ ଅଭାବନୀୟ ଘଟଣା । କ୍ୟାମେରାରେ କଏଦ ହୋଇଛି ପ୍ରିଜାଇଡିଂ ଅଫିସରଙ୍କ କାରନାମା । ଭୋଟରଙ୍କ ଭୋଟ ଦେଉଛନ୍ତି ନିଜେ ପ୍ରିଜାଇଡିଂ ଅଫିସର । ସାଙ୍କୁଲେଇ ୟୁ.ପି ସ୍କୁଲରେ ମତଦାନ ଚାଲିଥିବା ଏଭଳି ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି…
Read More...

ବଲାଙ୍ଗୀର : କଂଗ୍ରେସର ପୁଲିଂ ଏଜେଂଟଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ

କନକ ବ୍ୟୁରୋ : ବଲାଙ୍ଗୀରରେ ନିର୍ବାଚନୀ ହିଂସା । କଂଗ୍ରେସର ପୁଲିଂ ଏଜେଂଟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କର୍ଲାପିଟା ଗାଁରେ କଂଗ୍ରେସର ପୁଲିଂ ଏଜେଂଟ ରୋହିତ ପ୍ରଧାନଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ସମର୍ଥକ ମାନେ ରୋହିତଙ୍କୁ ପ୍ରଥମେ ଅପହରଣ ଓ…
Read More...

ଖୋର୍ଦ୍ଧା : ବାଲଟ ପେପରେ ତ୍ରୁଟି ଯୋଗୁଁ ୪ଟି ବୁଥରେ ମତଦାନ ବାଧାପ୍ରାପ୍ତ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଛି । ୪ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ବାଲଟ ପେପରେ ତ୍ରୁଟି ଯୋଗୁଁ ବେଗୁନିଆର ୧୪, ୧୫ ଓ ୧୬ ନମ୍ବର ବୁଥରେ ବନ୍ଦ ରହିଛି । ଏନେଇ ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି । ସେପଟେ କୁଶପଲାର ୨ ନମ୍ବର…
Read More...

ସୋନପୁରରେ ବୋଗସ୍ ଭୋଟିଂ ଅଭିଯୋଗ ! କ୍ୟାମେରାରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବା ବେଳେ ସୋନପୁରର ଏକ ବୁଥରେ ଏକ ଅଭାବନୀୟ ଘଟଣା କ୍ୟାମେରାରେ କଏଦ ହୋଇଛି । କନକ ନ୍ୟୁଜ କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଦୃଶ୍ୟରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ନେଇ ବାଲାଟ ପେପରରେ ଭୋଟ ଦେଉଛନ୍ତି । ବିଭିନ୍ନ…
Read More...

ଗଂଜାମ : ଖଲିକୋଟ ବ୍ଲକ୍ ମହେଶ୍ୱରପୁରେ ଗ୍ରାମବାସୀଙ୍କ ଭୋଟ ବର୍ଜନ,ଭୋଟ ଦେବାକୁ ଆସିଲେନି ୨୨୦୦ ଭୋଟର

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମହେଶ୍ୱରପୁର ଗାଁର ୨୨ଶହ ଲୋକ ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀ ପ୍ଲାକାର୍ଡ ଧରି ବୁଥ ସମ୍ମୁଖରେ ଧାରଣା ଦେଇଛନ୍ତି । ପୂର୍ବରୁ ଏହି ଗାଁ କହ୍ନେଇପୁର ପଂଚାୟତରେ ରହିଥିଲା । ଏବେ ମହେଶ୍ୱରପୁର ଗାଁକୁ ମାଣିକପୁର ପଂଚାୟତରେ ସାମିଲ କରାଯାଇଛି ।…
Read More...

ଅନୁଗୁଳ : ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ସହ କେତେକ ଅଂଚଳରେ ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ : ଅନେକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ଯୋଗଁê ମତଦାନ ବନ୍ଦ ରହିଥିବା ବେଳେ କେତେକ ଅଂଚଳରେ ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଅନୁଗୁଳର ୨୮ ବୁଥରେ ପଡିନି ଗୋଟିଏ ବି ଭୋଟ । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ୨ଟି ପଂଚାୟତବାସୀ ଭୋଟ ବର୍ଜନ କରିଛନ୍ତି…
Read More...

ଦେବୀ ମିଶ୍ରଙ୍କ ବିରୋଧରେ ବିଜେପିର ସଂଗୀନ ଅଭିଯୋଗ ! ମନ୍ତ୍ରୀଙ୍କ ପାଇଁ ବଟି ଆଣୁଥିଲେ ଗିରଫ ଆଇଏଏସ ପାର୍ଥସାରଥୀ

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଗିରଫ ଆଇଏଏସ ଅଫିସରଙ୍କ ସହ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମ୍ପର୍କ ନେଇ ସଂଗୀନ ଅଭିଯୋଗ କରିଛି ବିଜେପି । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ମନ୍ତ୍ରୀ ଦେବୀ ମିଶ୍ରଙ୍କ ପାଇଁ ବଟି ଆଣୁଥିଲେ ନିଲମ୍ବିତ ଆଇଏଏସ…
Read More...

ଗୋଲଡେନ ଟ୍ରାଇଙ୍ଗେଲ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ ! ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରରେ ହେବ ଆରମ୍ଭ

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଗୋଲଡେନ ଟ୍ରାଇଙ୍ଗେଲ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ । ସ୍ଥାନୀୟ ଇଡିକଲ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ୧୧ଟି ବିଦେଶୀ ଚଳଚ୍ଚିତ୍ର ସ୍ଥାନ ପାଇବା ସହିତ ତେଲଗୁ, ତାଲିମ, ବେଙ୍ଗଲି,…
Read More...

ନୟାଗଡ ଜିଲ୍ଲାରେ ନିର୍ବାଚନୀ ହିଂସା ! ବିଜେଡି କର୍ମୀଙ୍କ ଆକ୍ରମଣରେ ଗର୍ଭବତୀ ମହିଳା ଆହତ ଅଭିଯୋଗ

କନକ ବ୍ୟୁରୋ : ବିଜେଡି କର୍ମୀଙ୍କ ଆକ୍ରମଣରେ ଗର୍ଭବତୀ ମହିଳା ଆହତ । ଏଭଳି ଏକ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ବାଙ୍କପୁର ଗାଁରୁ । ଅନ୍ୟ ଦଳ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗର୍ଭବତୀ ମହିଳା ଜଣକ ବର୍ତମାନ ଗୁରୁତର ଅବସ୍ଥାରେ କ୍ୟାପିଟାଲ…
Read More...

ଜୋର ଧରୁଛି ନିର୍ବାଚନୀ ହିଂସା ! ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ହିଂସା

କନକ ବ୍ୟୁରୋ : ଗୋଟିଏ ପଟେ ଜୋରସୋରେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ନିର୍ବାଚନୀ ହିଂସା । ବଲାଙ୍ଗିର ଜିଲ୍ଲା ପଣ୍ଡରାପାଟି ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ହିଂସାକାଣ୍ଡ । ବିଜୟୀ ସରପଂଚ ପ୍ରାର୍ଥୀ ଓ ତାଙ୍କ କିଛି ସମର୍ଥକଙ୍କ ସହିତ…
Read More...