Browsing Category

ଜୀବନଚର୍ଯ୍ୟା

କଳାପଣ ଦୂର କରି ସୁନ୍ଦର ଓ ଆକର୍ଷଣୀୟ ଅଙ୍ଗୁଳି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ !

ଅଙ୍ଗୁଳିର କଳାପଣ ନିଜକୁ ଖରାପ ଲାଗିବା ସହ ଏହା ଦେଖିବା ପାଇଁ ମଧ୍ୟ ଖୁବ ଅସୁନ୍ଦର ଲାଗେ । ଏହା ସେହି ଲୋକଙ୍କୁ ବେଶୀ ଖରାପ ଦେଖାଯାଏ, ଯାହାର ଶରୀରର ରଙ୍ଗ ଗୋରା । ଏହା ଏମିତି ଏକ ସମସ୍ୟା ଯାହାର କାରଣ ପିଗମେଣ୍ଟେସେନ କିମ୍ବା ସୂର୍ଯ୍ୟର କିରଣରେ ଅଧିକ ସମୟ ବିତାଇବା ମଧ୍ୟ ହୋଇପାରେ । ଆଜି…
Read More...

ଦୀର୍ଘାୟୁ ହେବାକୁ ଚାହାନ୍ତି କି ? ଖାଆନ୍ତୁ ମାଛ

ନିକଟରେ ଏକ ଗବେଷଣାରରୁ ଜଣାପଡିଛି ଯେଉଁ ବ୍ୟକ୍ତି ସପ୍ତାହକୁ ଦୁଇଥର ମାଛ ଖାଆନ୍ତି ସେମାନଙ୍କ ଜୀବନ ୨ ବର୍ଷ ବଢିଯାଏ । ମାଛରେ ଥିିବା ଓମେଗା ୩ ଫ୍ୟାଟି ଏସିଡ ହୃଦଘାତରର ସମ୍ଭାବନାକୁ ୩୫% କମାଇ ଦେଇଥାଏ । ୱାସିଂଟନ ବିଶ୍ୱବିଦ୍ୟାଳୟର ଗବେଷକମାନେ ଆମେରିକାର ୬୫ ରୁ ଅଧିକ ବର୍ଷର ବୟସ୍କ…
Read More...

ମେସିନ ଚିହ୍ନିବ ଆପଣଙ୍କ ଅସୁସ୍ଥତା ! ଶୁଙ୍ଘିକରି କହିବ ରୋଗ

ଖୁବ୍ ଶୀଘ୍ର ଏପରି ଏକ ମେସିନ୍ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉପଯୋଗ ହେବାକୁ ଯାଉଛି ଯାହା ଦ୍ୱାରା ଜଣାପଡିଯିବ ବ୍ୟକ୍ତି ଜଣକ ରୋଗର ଶିକାର ହୋଇଛନ୍ତି କି ନାହିଁ ଗବେଷକମାନେ ଏହିପରି ଏକ ମେସିନ୍ ଉପରେ ଗବେଷଣା କରୁଛନ୍ତି ଯିଏ ନିଶ୍ୱାସ ପ୍ରଶ୍ୱାସ,ରକ୍ତ ଓ ମୁତ୍ର ମାଧ୍ୟମରେ ରୋଗ ଚିହ୍ନଟ…
Read More...

ଆଖି ତଳ କଳାଦାଗକୁ ନେଇ ଚିନ୍ତିତ କି ! ଆପଣାନ୍ତୁ କିଛି ଘରୋଇ ଉପାୟ 

ଆଖି ତଳ କଳା ପଡୁଥିଲେ, ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଏହି ସମସ୍ୟା ଅନେକ କାରଣରୁ ହୋଇପାରେ,ଯେପରିକି ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ, ଭଲରେ ନିଦ ନଆସିବା ଓ ମାନସିକ ବିଷାଦ କିମ୍ବା ବହୁତ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିିବା । ଏହା ଆପଣଙ୍କ ସୁନ୍ଦରତା ଉପରେ…
Read More...

ଅନଲାଇନ୍ ଡେଟିଂ କରୁଛନ୍ତି କି ? ତେବେ ମନେ ରଖନ୍ତୁ ଏହି ୭ଟି କଥା

ଏକ ଅଧ୍ୟୟନରୁ ଏକଥା ସମ୍ନାକୁ ଆସିଛି କି,ଡେଟିଂ ସାଇଟମାନଙ୍କରେ ଏକ ପ୍ରଭାବଶାଳୀ ‘ପ୍ରୋଫାଇଲ୍’ ଆପଣଙ୍କ ଅନଲାଇନ୍ ପ୍ରେମକୁ ଖୋଜିବା ପାଇଁ ରାସ୍ତା ତିଆରି କରିଥାଏ । ଏଥିସହ ତାକୁ ଭାଙ୍ଗିବାରେ ମଧ୍ୟ ଦାୟୀ ହୋଇଥାଏ । ଯଦି ଆପଣ ଅନଲାଇନ୍ ଜରିଆରେ ଆପଣଙ୍କ ପ୍ରେମକୁ ଖୋଜୁଛନ୍ତି ତେବେ ଏକ ଭଲ…
Read More...

କର୍କଟ ରୋଗର ଲକ୍ଷଣ ! କେମିତି ଜାଣିବେ ଆପଣ ଏହାର ଶିକାର ହୋଇଛନ୍ତି କି ନା’

କର୍କଟ ପରି ମାରାତ୍ମକ ରୋଗର କବଜାରେ ଦେଶର ଅନେକ ଲୋକ । କର୍କଟ ଶିକାର ହୋଇ ମଧ୍ୟ ଅନେକ ସମୟରେ ଲୋକ ମାନେ ଏ ବିଷୟରେ ଜାଣି ପାରି ନଥାନ୍ତି । କାରଣ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲୋକମାନଙ୍କୁ ଏହାର ଲକ୍ଷଣ ଜଣା ପଡିନଥାଏ । ଏବେ ନଜର ପକାନ୍ତୁ ଏହାର ଲକ୍ଷଣ ଉପରେ ଏବଂ କେମିତି ଜାଣିବେ…
Read More...

ଗରମ ଦିନରେ କେତେ ସ୍ୱାସ୍ଥ୍ୟକର ଛତୁଆ ! ଜାଣନ୍ତୁ ଏହାର କିଛି ବିଶେଷ ଲାଭ

ଗରମ ଦିନରେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ û କାରଣ ଏହା ଯେ କେବଳ ଆପଣଙ୍କ ଶରୀର ପାଇଁ ଭଲ ତା’ନୁହଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାରୁ ମଧ୍ୟ ରକ୍ଷା କରିଥାଏ । ସମସ୍ତେ ଜାଣନ୍ତି ଗରମ ଦିନରେ ବହୁତ ଶୋଷ ଲାଗେ ଏବଂ ଏଥିପାଇଁ ଆମେ ପାଣି ଠାରୁ ଆରମ୍ଭ କରି ଜୁସ, ସରବତ ଆଦିର …
Read More...

ଅଫିସରେ ସମସ୍ତଙ୍କର ପ୍ରିୟ ହେବାକୁ ଚାହୁଁଛନ୍ତି କି ? ତେବେ ନିଶ୍ଚୟ ମନେ ରଖନ୍ତୁ ଏହି ୫ଟି କଥା

ଅଫିସରେ ଯେତେ ଭଲ କାମ କରୁଥିଲେ ମଧ୍ୟ ଅନେକ ସମୟରେ ଆମେ ଅଜାଣତରେ କରୁଥିବା କେତେକ ଛୋଟ ବଡ ଭୁଲର ନକରାତ୍ମକ ପ୍ରଭାବ ସିଧାସଳଖ ଆମ କାମ ବା ଚାକିରି ଉପରେ ହିଁ ପଡିଥାଏ । ତେଣୁ ଅଫିସରେ ନିଜର ଏକ ଭଲ ସ୍ଥାନ ବା ଇମେଜ୍ ସୃଷ୍ଟି କରିବାକୁ ଚାହୁଁଥିଲେ, କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ…
Read More...

ପାଂଚଟି ସାଧାରଣ ଭୁଲ୍ ! ଯାହା ବଢାଇପାରେ ଆପଣଙ୍କ ଓଜନ

ଓଜନ କମ୍ କରିବାକୁ ହେଲେ ଧର୍ଯ୍ୟ ଏବଂ ସମୟ ନିହାତି ଆବଶ୍ୟକ । ତେବେ ଓଜନ କମାଇବା ସମୟରେ ଆମେ ଅଜାଣତରେ ଏମିତି କିଛି ଭୁଲ୍ କରିଦେଉ ଯାହା ଫଳରେ ଶତ ଚେଷ୍ଟା ପରେ ବି ଓଜନ ନିୟନ୍ତ୍ରଣରେ ରହି ନଥାଏ । ତେବେ ଜାଣନ୍ତୁ କଣ ସେହି ପାଂଚଟି ଭୁଲ୍ ଯାହା ଆମକୁ ଓଜନ କମାଇବାରେ ପ୍ରତିବନ୍ଧକ ହୋଇଥାଏ ।…
Read More...

ଖରାଦିନରେ ମେକଅପ୍ ନେବେ କିଭଳି? ବ୍ୟବହାର କରନ୍ତୁ ୮ଟି ତରିକା

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ । ତେବେ କେଉଁ ପ୍ରକାର ମେକଅପ୍ ନେବା ଦ୍ୱାରା ତାହା ଆପଣଙ୍କ ତ୍ୱଚାକୁ ଆକର୍ଷଣୀୟ କରିବା ସହ ନଷ୍ଟ କରି ନଥାଏ ତାହା ଚୟନ କରିବା ମଧ୍ୟ କଷ୍ଟକର ହୋଇପଡିଥାଏ । ତେଣୁ ଏଭଳି କିଛି ସହଜ ଉପାୟ ରହିଛି ଯଦି ତାକୁ ଆପଣ ପ୍ରୟୋଗ କରିନ୍ତି…
Read More...