Browsing Category

ଜୀବନଚର୍ଯ୍ୟା

ଘରୋଇ ଉପାୟରେ କିପରି ନଖକୁ ସୁନ୍ଦର କରିବେ, ଜାଣନ୍ତୁ ?

ଶରୀରକୁ ସୁନ୍ଦର କରିବା ପାଇଁ କେବଳ ଯେ ମୁହଁର ସୌନ୍ଦର୍ଯ୍ୟ ଜରୁରୀ ତା ନୁହଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ । ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହାତର ସୌନ୍ଦର୍ଯ୍ୟ…
Read More...

ମୁହଁରୁ ବାହାରୁଥିବା ଦୁର୍ଗନ୍ଧରୁ ପାଇ ପାରିବେ ଅନେକ ରୋଗର ସଙ୍କେତ !

ବ୍ୟସ୍ତବହୁଳ ଜୀବନରେ ଭୁଲ୍‌ ଖାଦ୍ୟ ଖାଇବା ଏବଂ ଦାନ୍ତକୁ ଭଲ ଭାବରେ ସଫା ନ କରିବା କାରଣରୁ ସାଧାରଣତଃ ବ୍ୟକ୍ତିର ମୁହଁରୁ ଅନେକ ସମୟରେ ଦୁର୍ଗନ୍ଧ ବାହାରିଥାଏ । ହେଲେ ଆମେ ଏହାକୁ ଏକ ସାଧାରଣ କଥା ଭାବି ଅଣଦେଖା କରିଦେଇଥାଉ । ଯଦି ଏହି ସମସ୍ୟାଟି ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ, ତେବେ ଏହା…
Read More...

ଯୌନ ପିପାସୁଙ୍କଠାରୁ ନିଜକୁ ରକ୍ଷା କରିବେ କିପରି? ମନେ ରଖନ୍ତୁ କିଛି କଥା

ସୁରକ୍ଷା ଦ୍ୱାରା ହିଁ ବିପଦରୁ ରକ୍ଷା ପାଇହେବ । ସାରା ଦେଶରେ ମହିଳାଙ୍କ ପ୍ରତି ବଢୁଥୁବା ଅନ୍ୟାୟ ଅତ୍ୟାଚାର ତଥା ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡରୁ ନିଜକୁ ରକ୍ଷା କରିବାକୁ ହେଲେ ପ୍ରତ୍ୟେକ ମହିଳାଙ୍କୁ କିଛି ସାବଧାନୀ ପରଖିବା ନିହାତି ଆବଶ୍ୟକ । ଏହା ବି ସତ୍ୟ ଯେ, ପରିବର୍ତ୍ତନ ରାତାରାତି…
Read More...

ବର୍ଷା ଦିନେ କିପରି ନେବେ କେଶର ଯତ୍ନ !

ବର୍ଷାରେ ଭିଜିବା ଏବଂ ବୁଲିବା ପାଇଁ କାହାକୁ ଭଲ ଲାଗିନଥାଏ । ଅନେକ ଅଛନ୍ତି ବର୍ଷାର ମଜା ନେବା ପାଇଁ ବର୍ଷା ଜଳରେ ଖୁବ୍ ଭିଜିଥାନ୍ତି । ଏହାଦ୍ୱାରା କେଶ ଖରାପ ହୋଇଥାଏ । ଏବେ ନଜର ପକାନ୍ତୁ ଏହି ଋତୁରେ କିପରି ନେବେ କେଶର ଯତ୍ନ  । - ଏହି ଋତୁରେ ଆଲକହଲଯୁକ୍ତ ସାମ୍ପୁ, କଣ୍ଡିସନର୍‌ ତଥା…
Read More...

କେମୋ ଯୋଗୁଁ କର୍କଟ ରୋଗ ଅଧିକ ବ୍ୟାପିବାର ଆଶଙ୍କା ! ତାଗିଦ୍ କଲେ ବୈଜ୍ଞାନିକ

କର୍କଟ ରୋଗୀଙ୍କ ପାଇଁ କେମୋଥେରାପିକୁ ଏକ ବିକଳ୍ପ ଭାବେ ଗ୍ରହଣ କରାଯାଇଥାଏ । ରୋଗୀକୁ ବଟିକା ମାଧ୍ୟମରେ ଅଥବା ସାଲାଇନ୍ ମାଧ୍ୟମରେ କର୍କଟର କୋଷିବାକୁ ନିପାତ କରିବା ପାଇଁ ଔଷଧ ଦିଆଯାଇଥାଏ । ତାହା ରକ୍ତରେ ପ୍ରବାହିତ ହୋଇ ଟ୍ୟୁମର ଠାରୁ ଅଲଗା ହୋଇଯାଇଥିବା କର୍କଟର କୋଷିକାକୁ ମଧ୍ୟ ନିପାତ…
Read More...

ଖାଲି ପେଟରେ ଖାଆନ୍ତୁ ନାହିଁ କି ପିଅନ୍ତୁ ନାହିଁ ଏହି ସବୁ ଖାଦ୍ୟ-ପାନୀୟ!

ଖାଦ୍ୟରେ ବାଛ ବିଚାର ନ ରଖି ସବୁ ଖାଇବା ଉତ୍ତମ ବ୍ୟକ୍ତର ଲକ୍ଷଣ। ମାତ୍ର ଭୁଲ୍‌ ସମୟରେ ଭୁଲ୍‌ ଖାଦ୍ୟ ଖାଇବା ଅର୍ଥାତ ରୋଗକୁ ବରଣ କରିବ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଆଦୌ ଖାଲି ପେଟରେ ଖାଇବା ଅନୁଚିତ। -ପେଟ୍‌ ଖାଲି ଥିବା ସମୟରେ ସେଓ, ଆମ୍ବ, କାକୁଡ଼ି, ଆଦି ଫଳ ଖାଆନ୍ତୁ ନାହିଁ। ଖାଲି…
Read More...

ସ୍ଲିମ୍‌ ହେବା ପାଇଁ ଆଉ ଯିବାକୁ ପଡିବନି ଜିମ୍‌ ! ଆପଣାନ୍ତୁ ଏହି ସରଳ ତଥା ଘରୋଇ ଉପାୟ

ସ୍ଲିମ୍‌ ହେବାକୁ ବା ସୁନ୍ଦର ଦେଖା ଯିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ହେଲେ ଏଥିରେ ବାଧକ ସାଜିଥାଏ ମୋଟାପଣ । ହେଲେ କେମିତି ଓଜନ କମିବ ସେଥିପାଇଁ କରିବାକୁ ପଡିଥାଏ ଅନେକ ପରିଶ୍ରମ ଆଉ ଉପାୟ । ପ୍ରିୟ ଖାଦ୍ୟକୁ ଗୁଡ୍‌ ବାୟ କହିବାକୁ ପଡେ । ନିତି ସକାଳୁ ଜିମରେ କସରତ୍‌ କରିବାକୁ ପଡେ ।…
Read More...

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଳମ ଶାଗ ? ଜାଣନ୍ତୁ କିପରି . . .

କଳମ ଶାଗର ବ୍ୟବହାର ସାଧାରଣତଃ ଇଣ୍ଡୋନେସିଆ ଓ ଭାରତରେ ବହୁଳ ମାତ୍ରା କରାଯାଇଥାଏ । ଏହା ବିଶେଷ କରି ଦକ୍ଷିଣ ଭାରତ,ପୂର୍ବ ଭାରତର ଓଡିଶା ଓ କଲକାତାରେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସାଧାରଣତଃ ଅଧିକ ପରିମାଣରେ ଭିଟାମିନ ମିଶିକରି ରହିଥାଏ । ପ୍ରତି ୧୦୦…
Read More...

ସୁସ୍ଥ ଜୀବନ ପାଇଁ ଖାଦ୍ୟ !

ଆଜିକାଲିର ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ସବୁକିଛି ପ୍ରଭାବିତ ହେଉଛି । ଧାଁଦୌଡ଼ ତଥା କାର୍ଯ୍ୟବ୍ୟସ୍ତତା ଭରା ଦୈନନ୍ଦିନ ଜୀବନରେ ଖାଦ୍ୟପେୟ ପ୍ରତି ଅଧିକାଂଶ ଅବହେଳା କରୁଛନ୍ତି । ଏହି କାରଣରୁ ସେମାନଙ୍କ ଆୟୁଷ ମଧ୍ୟ ପ୍ରଭାବିତ ହେଉଛି । ଏ ବାବଦରେ ବିଶେଷଜ୍ଞ ଦଳ ଗବେଷଣା କରି…
Read More...

ନିମ୍ନ ରକ୍ତଚାପରେ ପୀଡିତ କି ! ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁଣ୍ଡ ବୁଲାଇବା, ହାଲିଆ ଲାଗିବା, ବସିବା ଜାଗାରୁ ହଠାତ୍ ଉଠିପଡ଼ିଲେ ଅନ୍ଧାର ଦିଶିବା ଆଦି ନିମ୍ନ ରକ୍ତଚାପର ଲକ୍ଷଣ। ଅଧିକାଂଶ ଲୋକ ଏଥିରେ ପୀଡିତ । ହେଲେ ଏଥିରେ ଭୟ ହେବାର କୌଣସି କାରଣ ନାହିଁ । କାରଣ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳିପାରିବ । ଏବେ ଜାଣନ୍ତୁ ଘରୋଇ ଉପଚାର…
Read More...