Browsing Category

ନିର୍ବାଚନ

ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୁ ହେଲା…

କନକ ବ୍ୟୁରୋ: ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଦଳର ସମସ୍ତେ କର୍ମୀ ଓ ନେତା ନିଜ ଘରେ ବିଜେପି ପତକା ଲଗାଇବେ । ଏନେଇ…
Read More...

ଭଦ୍ରକର ଇରମ ଗସ୍ତ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭୂଲ ଟ୍ୱିଟ । ସମାଲୋଚନା ପରେ ତ୍ରୁଟି ସୁଧାରିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏକ ଭୁଲ ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି । ଭଦ୍ରକ ଗସ୍ତ ଅବସରରେ ଇରମ୍ ଯାଇଥିବା ରାଜନାଥ ସିଂ ଯେଉଁ ଟ୍ୱିଟ କରିଥିଲେ ସେଥିରେ ଥିଲା ଭୁଲ ତଥ୍ୟ । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜନାଥ ନିଜ ଟ୍ୱିଟର ପେଜରୁ ଏହାକୁ…
Read More...

ରାଣୀତାଲରେ ରାଜନାଥ ! ପ୍ରତିଶ୍ରୁତି ଦେଇ କହିଲେ, ଆଗାମୀ ନିର୍ବାଚନରେ ଜିତିଲେ ପୂରଣ ହେବ ଓଡ଼ିଶାର ଦାବି ।

କନକ ବ୍ୟୁରୋ: ପୁଣି ସ୍ୱପ୍ନ ଦେଖାଇଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଓଡ଼ିଶାର ଦୀର୍ଘଦିନର ଦାବି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ଦାବିକୁ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିଲେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ । ଭଦ୍ରକ ରାଣୀତଲାରେ ବିଜେପି…
Read More...

ଭଦ୍ରକରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ରାଣୀତାଲଠାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର ରହିଛି…

କନକ ବ୍ୟୁରୋ : ଭଦ୍ରକରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଭଦ୍ରକର ରାଣୀତାଲଠାରେ ସେ ବୁଥସ୍ତରୀୟ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର ରହିଛି କାର୍ଯକ୍ରମ । ତେବେ ମିଳିଥିବା ସୂଚନା ଅନୁସାରେ, ରାଜନାଥଙ୍କ କାର୍ଯ୍ୟକ୍ରମରେ ପଡୋଶୀ ବାଲେଶ୍ୱର, କେନ୍ଦୁଝର ଓ ମୟୂରବଞ୍ଜ କର୍ମୀମାନେ…
Read More...

କିଏ ପାଇବ କଂଗ୍ରେସ ଟିକେଟ? ପିସିସି କାର୍ଯ୍ୟାଳୟରେ ଲାଗିଲା ନେତାଙ୍କ ଭିଡ, ଅନ୍ୟପଟେ କଂଗ୍ରେସ ସମର୍ଥନରେ ବୈଜୟନ୍ତ…

କନକ ବ୍ୟୁରୋ : ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ କଂଗ୍ରେସ ଟିକେଟ ଆଶାୟୀଙ୍କ ମଧ୍ୟରେ ଛନକା ପଶିଛି । କାହାକୁ ମିଳିବ ଟିକେଟ ଆଉ କାହାର କଟିବ ଟିକେଟ ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଗୋଟିଏ ଗୋଟିଏ ଜିଲ୍ଲାରୁ ୧୦ ଜଣ ଟିକେଟ ଆଶାୟୀ ଆସିବାର ନଜିର ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟ…
Read More...

୨୦୧୯ରେ କେତେ ଜଣ ମହିଳାଙ୍କୁ ଟିକେଟ ଦେବ ବିଜେଡି? କାହାକୁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନରେ କଣ ରହିବ ବିଜେଡିର ମହିଳା ଟିକେଟ ରଣନୀତି ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ୩୩ ପ୍ରତିଶତ ମହିଳା ସଂରକ୍ଷଣ ସମର୍ଥନରେ ଥିବା ବିଜେଡି କେତେ ଜଣ ମହିଳାଙ୍କୁ ଟିକେଟ ଦେବ ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି । ମହିଳାନେତ୍ରୀ ମାନେ ମଧ୍ୟ…
Read More...

ପିପିଲି ପଲିଟିକ୍ସ ! ପୁଣି ବିଜୟୀ ହେବାର ଦମ୍ଭୋକ୍ତି ବାଢ଼ିଲେ ମହାରଥୀ, ବିଜେପି ଓ କଂଗ୍ରେସର ଆଶାୟୀ ଅନେକ ।

କନକ ବ୍ୟୁରୋ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦମ୍ଭୋକ୍ତି ପୁଣି ପିପିଲିରେ ପିନ୍ଧିବେ ବିଜୟ ତିଳକ । ଏପରିକି ମହାରଥୀ କହିଛନ୍ତି ଯେ, ଆଗକୁ ଥିବା ନିର୍ବାଚନରେ ପିପିଲିରେ ତାଙ୍କ ବିପକ୍ଷରେ କେହି ପ୍ରତିନ୍ଦ୍ୱନ୍ଦି ନାହାନ୍ତି । ଏହାସହ ଦଳୀୟ ଟିକେଟ୍ ତାଙ୍କୁ କି ତାଙ୍କ ପରିବାରରେ କାହାକୁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ ! କହିଲେ, ଯୁଆଡ଼େ ଗଲେ ଦେଢ଼ ମିନିଟର ଭାଷଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ବଲାଙ୍ଗିର କଣ୍ଟାବାଞ୍ଝିରେ ଓବିସି ମହାସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୁଆଡେ ଯାଉଛନ୍ତି ଦେଢମିନିଟର ଭାଷଣ ଦେଉଛନ୍ତି । ଆଉ ଯୁଆଡେ ଯାଉଛନ୍ତି କହୁଛନ୍ତି ଆପମାନେ ଖୁସି ତ ,…
Read More...

ପ୍ରଦେଶ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଜାରି ! କଂଗ୍ରେସ ଭବନରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଭିଡ

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କଂଗ୍ରେସ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ଗତକାଲି ଠାରୁ ବସିଛି ସ୍କ୍ରିନିଂ କମିଟି ବୈଠକ । କଂଗ୍ରେସରେ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି…
Read More...

କଂଗ୍ରେସ ଟିକେଟ ପାଇଁ ବାୟୋଡାଟା ଧରି ଲମ୍ବା ଲାଇନରେ ଛିଡା ହେଲେ ନେତା? ଜାଣନ୍ତୁ ସାକ୍ଷାତକାରରେ ନେତାଙ୍କୁ କେଉଁ…

କନକ ବ୍ୟୁରୋ : ବିଜେଡି ନେତାମାନେ ଟିକେଟ୍ ପାଇଁ ଲବି କରୁଥିବା ବେଳେ ଏପଟେ କଂଗ୍ରେସ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ କଂଗ୍ରେସ ଭବନରେ ବାୟୋଡାଟା ଧରି ପହଂଚିଥିଲେ କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀ । ଯାହାଙ୍କ…
Read More...