କ୍ୟାପିଟାଲ ଲ’ କଲେଜରେ ସାଇନ-ଡାଏ ଉଠିଲା : କଲେଜରେ ହେବ ନିର୍ବାଚନ

53

କନକ ବ୍ୟୁରୋ : କ୍ୟାପିଟାଲ ଲ’ କଲେଜରେ ସାଇନ-ଡାଏ ଉଠିଲା । କ୍ୟାପିଟାଲ ଲ’ କଲେଜରେ ହେବ ନିର୍ବାଚନ । ଛାତ୍ରଙ୍କ ସହ ଆଲୋଚନା ପରେ ଉଠିଲା ସାଇନ-ଡାଏ  । ନିର୍ବାଚନ ପାଇଁ ଧାରଣାରେ ବସିଥିଲେ କଲେଜ ଛାତ୍ରଛାତ୍ରୀ । ଅନିର୍ଦ୍ଦିଷ୍ଟ ଯାଏ ସାଇନ-ଡାଏ  ଘୋଷଣା କରିଥିଲେ କଲେଜ କର୍ତୁପକ୍ଷ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –