ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି :୧୫ରେ ନାମାଙ୍କନ, ୨୫ରେ ଫଳାଫଳ

21

କନକ ବ୍ୟୁରୋ : ଖାଲି ପଡ଼ିଥିବା ରାଜ୍ୟସଭା ସିଟ୍ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୧୫ତାରିଖରେ ନାମାଙ୍କନ ଏବଂ ୨୫ରେ ନିର୍ବାଚନ ହେବ । ବିଷ୍ଣୁ ଦାସଙ୍କ ଇସ୍ତଫା ପରେ କିଏ ଯିବ ରାଜ୍ୟ ସଭା । ବିଜେଡି ଭିତରେ ଆରମ୍ଭ ହୋଇଯାଇଛି ରେସ୍ ।

୨୦୧୯ ଆଗରୁ ଦିଲ୍ଲୀ ସମ୍ଭାଳିବାକୁ ତଥା ନିର୍ବାଚନ ବେଳେ ଦଳୀୟ ସ୍ଥିତିକୁ ମଜଭୁତ କରିବାକୁ ନବୀନ କାହାକୁ ବାଛିବେ, ଏବେ ତା ଉପରେ ସମସ୍ତଙ୍କ ନଜର ।