ଅନୁଗୁଳ :ଅନୁଗୁଳ ହଣ୍ଡପା ଥାନା ବୈଶଣା ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ଆହତଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଟକାଡୋଳା ବସଟି ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ନୂଆପଡା କୋମନା ବିଲେନଜୋରରେ ମଧ୍ୟ ଦୁର୍ଘଟଣା ହୋଇଛି । ସ୍କର୍ପିଓରେ ପିଟି ହେବା ପରେ ଭାରସ୍ୟାମ୍ ହରାଇ ଗଛରେ ପିଟି ହେଲା ଟାଟ ମ୍ୟାଜିକ୍ । ଘଟଣାସ୍ଥଳରେ ପ୍ରସୂତିଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି ।