ସନା ମହକୁଡଙ୍କ ବୋହୁ କବିତା ମହାକୁଡ

84

ଗୋଟିଏ ପଟେ ନିଜ ସ୍ୱାମୀକୁ ଫେରାଇ ଦିଅ ବୋଲି ଜଣେ ଅସହାୟ ମହିଳାଙ୍କ ନିବେଦନ ଓ ଅନ୍ୟପଟେ ତାଙ୍କୁ ବୋହୁ ବୋଲି ସ୍ୱୀକାର କରିବାକୁ ନାରାଜ ଜଣେ ପ୍ରଭାବଶାଳୀ ବିଧାୟକ । ଏ କାହାଣୀ ହେଉଛି ନିଜକୁ ବିଧାୟକ ସନାତନଙ୍କ ବୋହୂ କହୁଥିବା କବିତା ମହାକୁଡଙ୍କର । ଏବେ ସ୍ୱାମୀଙ୍କୁ ଫେରି ପାଇବା ପାଇଁ ନ୍ୟାୟିକ ପ୍ରକ୍ରିୟାର ସାହାରା ନେଇଛନ୍ତି କବିତା । ଅନ୍ୟପଟେ ପୁଲିସକୁ ଦେଇଥିବା ବୟାନରେ ପଙ୍କଜ କହିଛନ୍ତି , କବିତା ତାଙ୍କ ସ୍ତ୍ରୀ ନୁହେଁ, ଭାଉଜ ସମ୍ପର୍କୀୟ ହେବେ । ତାଙ୍କ ସହ ପଙ୍କଜଙ୍କ କୌଣସି ପ୍ରେମ ସମ୍ପର୍କ ମଧ୍ୟ ନାହିଁ । କିନ୍ତୁ କିଛି ଦିନ ତଳେ ପଙ୍କଜ୍ ଓ କବିତା ବିବାଦରେ ଆସିଥିଲା ନୂଆ ଟ୍ୱିଷ୍ଟ । କନକ୍ ନ୍ୟୁଜ୍ ହାତରେ ଲାଗିଥିଲା ପଙ୍କଜଙ୍କ ପ୍ରାଇଭେଟ୍ ପାର୍ଟିର ଏକ୍ସକ୍ଲୁସିଭ୍ ଫୁଟେଜ୍ । ଯେଉଁ ଭିଡିଓ ଫୁଟେଜ ପୁରା ଘଟଣାକୁ ଦେଇଥିଲା ଏକ ନୁଆ ମୋଡ । ତେବେ ଏହି ବିବାଦ ଓ ଟ୍ୱିଷ୍ଟ ପରେ କଣ ରହିଛି କବିତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଦେଖନ୍ତୁ :-