ରୋଚକ ହେଉଛି ପଂଚାୟତ ନିର୍ବାଚନ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିକୁ ୱାକ୍ ଓଭର, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ; ସେପଟେ ଯାଜପୁର ୨୯ ନମ୍ବର ଜିଲ୍ଲା ପରିଷଦ ଜୋନରୁ ଓହରିଗଲେ ବିଜେପି ପ୍ରାର୍ଥୀ

17