ରାଜ୍ୟରେ କରୋନାର ଅଲୋଡା ରେକର୍ଡ : ଦିନକରେ ସର୍ବାଧିକ ୧୨ହଜାର ୮୫୨ କରୋନା ଆକ୍ରାନ୍ତ , ୨୮ ମୃତ ; ଖୋର୍ଦ୍ଧା, କଟକ ସହ ଚିନ୍ତା ବଢ଼ାଉଛନ୍ତି ଅନୁଗୁଳ ଓ ସୁନ୍ଦରଗଡ଼; ସେପଟେ ଦେଶରେ ୨୪ ଘଂଟାରେ ୨ ଲକ୍ଷ ୪୦ ହଜାର ୮୪୨ ପଜିଟିଭ୍ , ୩ ହଜାର ୭୪୧ ମୃତ

8