ବାତ୍ୟା ୟାସ ପ୍ରଭାବରେ ବଦଳୁଛି ସମୁଦ୍ରିକ ପରିବେଶ : ଦୁଇ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡକ ପରେ ଏବେ ମାଛ ଧରାଳିର ଜାଲରେ କୁଢ କୁଢ ଜେଲି ଫିସ; ଲାଇଟ ହାଉସ୍ ବେଳାଭୂମୀରୁ ପେଣ୍ଠକଟା ଯାଏଁ ପଡିଛି ଜେଲି ଫିସ୍

20