ବାତ୍ୟା ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା, ସେପଟେ ଓଡ଼ିଶାରେ ପହଂଚିଲେ ଏନଡିଆରଏଫ ଟିମ୍; ଗୌହାଟୀ, ଗୁଜରାଟ ଓ ଜାମନଗରରୁ ସ୍ୱତନ୍ତ୍ର ବିମାନରେ ଆସିଲେ ୧୫୪ ଜଣ

8