ଦାଗୀ ନେତାଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିପାରେ ସତର୍କ ଘଂଟି : ଅପରାଧିକ ମାମଲା ଥିବା ନେତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବା ନେଇ ନିଷ୍ପତି ନେଇପାରନ୍ତି ସର୍ବୋଚ୍ଚ ଅଦାଲତ । ବିଚାରପତି କହିଲେ ଦେଶର ହିତ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ

16