ଟିକା ଅଭାବରୁ ରାଜ୍ୟରେ ୮ଶହ ଟିକା କେନ୍ଦ୍ର ବନ୍ଦ : ଆଜି ୭ଶହ କେନ୍ଦ୍ରରେ ହେବ ଟିକାକରଣ, ରାଜ୍ୟରେ ପହଂଚିବ ୩ଲକ୍ଷ କୋଭିସିଲଡ଼ ଟିକା; ଆଜି ଯାଏଁ ୪୮ଲକ୍ଷରୁ ଅଧିକା ଲେକାଙ୍କୁ ଦିଆଗଲାଣି କରୋନା ଟିକା

6