ଟିକା ଅଭାବନେଇ ଆସିଲା ସାଂଘାତିକ ସତ : ମେ ୧ରୁ ୭ ମଧ୍ୟରେ ପଞ୍ଜିକରଣ କରିଛନ୍ତି ୨କୋଟି ୪୨ଲକ୍ଷ, ସରକାରଙ୍କ ପାଖରେ ମହଜୁଦ ଅଛି ୧କୋଟି ୧୪ ଲକ୍ଷ ଡୋଜ୍; ଦେଶର ପ୍ରାୟ ୯୪କୋଟି ସାବାଳକଙ୍କ ଟିକାକରଣ ପାଇଁ ଲାଗିପାରେ ତିନି ବର୍ଷ

11