କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା । ଦଶମନ୍ତପୁର ବ୍ଲକ୍ ଚିକାମ୍ବ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଚିତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିବା ଅଭିଯୋଗ । ସୁଇସାଇଟ୍ ନୋଟ୍ ଜବତ କଲା ପୋଲିସ୍ ।

14