କଟକରେ କମିଶନରେଟ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଧାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକାକୁ କାବୁ କଲା ପୋଲିସ । ବାଇକ, ବନ୍ଧୁକ ଓ ୩ରାଉଣ୍ଡ ଗୁଳି ଜବତ । ଆହତ ଅବସ୍ଥାରେ ବଡ ମେଡିକାଲରେ ଭର୍ତି । ରାକା ନାଁରେ ରହିଛି ୧୦ରୁ ଅଧିକ ମାମଲା

10