ପିଲାଏ ପଢ଼ୁଛନ୍ତି ଅନ୍ଧ ବିଶ୍ୱାସର ପାଠ : ବଜ୍ରକାପ୍ତା କାତିରୁ ମୁଦି ତିଆରୀ ହେଉଛି ବୋଲି ଚତୁର୍ଥ ଶ୍ରେଣୀ ‘ଆମେ ଓ ଆମ ପରିବେଶ’ ବହିରେ ରହିଛି ପାଠ; ସିଡ୍ୟୁଲ ୧ ପ୍ରାଣୀ ସମ୍ପର୍କରେ ଭ୍ରମାତ୍ମକ ଶିକ୍ଷା ପାଉଛନ୍ତି ଛୋଟ ପିଲା, ବିଶେଷଜ୍ଞ କହିଲେ ଧ୍ୟାନ ଦିଅନ୍ତୁ ସରକାର

11