ଏକ୍ରାମ କ୍ଷେତ୍ର ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ : ଭାଙ୍ଗିଥିବା ପୁରାତନ କୀର୍ତିରାଜି ଗୁଡିକୁ ଦେଖାଇଲେ ଏଏସଆଇ ନିର୍ଦ୍ଦେଶକ; କହିଲେ, ଓଡିଶାର ପୁରାତନ କୀର୍ତିରାଜି ଏବଂ ସଂସ୍କୃତିକୁ କୁଠାରଘାତ କରାଯାଇଛି, ଯାହା ଅତ୍ୟନ୍ତ ପୀଡା ଦାୟକ

10