ଶ୍ରମ ନିୟୋଜନ ନିର୍ଦ୍ଦେଶାଳୟରେ ଧସେଇ ପଶିଲେ ବିଜେପି କର୍ମୀ : ଜାଳିଦେଲେ ବାଇକ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ବିଜେପିର ବନ୍ଦ ପାଳନ ବେଳେ ଉତେଜନା । ଶ୍ରମ ନିୟୋଜନ ନିର୍ଦ୍ଦେଶାଳୟରେ ବିଜେପି କର୍ମୀ ଧସେଇ ପଶିଛନ୍ତି । ଶ୍ରୀୟ ଟକିଜ ଛକ ନିକଟରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ମାନେ ଏକ ବାଇକରେ ନିଆଁ ଲଗାଇଦେଇଛନ୍ତି । ବିଜେପି ଯୁବ ମୋର୍ଚ୍ଚାର ଠେଙ୍ଗା ବାହିନୀ ଗୋଡାଇ ଗୋଡାଇ ପିଟିଛନ୍ତି ।