ଅଶାନ୍ତ ବିଜେବି କଲେଜ : ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେବି କଲେଜରେ ଛାତ୍ର ଗୋଷ୍ଠୀ ସଂଘର୍ଷ । ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଅଣଛାତ୍ରଙ୍କ ଆକ୍ରମଣରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଆହତ ୪ ଜଣ ବି କମ ଶେଷ ବର୍ଷ ଛାତ୍ର ବୋଲି ଜଣାପଡିଛି ।