ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ବିନ୍ଦାସ ଚିନୁକୁ ଜେରା କଲା କମିଶନରେଟ ପୁଲିସ

93

କନକ ବ୍ୟୁରୋ: ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ମାମଲାରେ ବିନ୍ଦାସ ଚିନୁକୁ ଜେରା କରିଛି କମିଶନରେଟ ପୁଲିସ । ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ବିନ୍ଦାସ ଚିନୁ । କହିଚନ୍ତି, ଧର୍ମେନ୍ଦ୍ର କାହିଁକି ତାଙ୍କ ନାଁ ନେଇଛନ୍ତି ତାହା ତାଙ୍କୁ ଜଣାନାହିଁ । ତେବେ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିଲା । ଏହାସହ ଯାହା କହିବା କଥା ସେ ପୁଲିସକୁ କହିଥିବା କହିଛନ୍ତି ବିନ୍ଦାସ ଚିନୁ । ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ କଥା ବେଳେ ବିନ୍ଦାସ ଚିନୁଙ୍କ ନାଁ ନେଇଥିଲେ ଧର୍ମେନ୍ଦ୍ରୟ ସାହୁ ।