ଭାରତର ପ୍ରଥମ ଶିକାର: ଭାଙ୍ଗିଲା ପାକିସ୍ତାନର ଓପନିଂ ଯୋଡି । ବିଶ୍ୱକପ ଡେବ୍ୟୁ ମ୍ୟାଚରେ ପ୍ରଥମ ୱିକେଟ ନେଲେ ବିଜୟ…

କନକ ବ୍ୟୁରୋ: ମାଞ୍ଚେଷ୍ଟର ମହାମୁକାବିଲାରେ ପାକିସ୍ତାନକୁ ପ୍ରଥମ ଝଟକା । ପାକିସ୍ତାନର ପ୍ରଥମ ୱିକେଟ ପତନ । ୧୩ ରନର ପ୍ରଥମ ୱିକେଟ ହରାଇଲା ପାକିସ୍ତାନ । ଇମାମଙ୍କୁ ୭ ରନରେ ପାଭିଲିୟନ ଫେରାଇଲେ ବିଜୟ ଶଙ୍କର । ତେବେ ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଛି ଭାରତ । ୩୩୭ ରନର…

କଥା ରଖିଲା, ମ୍ୟାଚ ଦେଖିଲା ! ଆକାଶରେ ଚେୟାର ପକାଇ ମନ ଭରି ମ୍ୟାଚ ଦେଖୁଛି ବର୍ଷା…

କନକ ବ୍ୟୁରୋ: ମହାମୁକାବିଲାକୁ ମନ ଭରି ଦେଖୁଛି ବର୍ଷା । ମାଞ୍ଚେଷ୍ଟର ଆକାଶରେ ପେଡି ପୁଟୁଳା ବାନ୍ଧି ପଡିଆକୁ ଚାହିଁଛି ବର୍ଷା । ବିଶ୍ୱକପର ବଡ ମ୍ୟାଚ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆକାଶ ଉପରୁ ଆଖି ଫାଡି ଫାଡି ଦେଖୁଛି ବର୍ଷା । ଭାରତ ଭଲ ପ୍ରଦର୍ଶନ କରୁ ଆଉ ସପ୍ତମ ଥର ପାଇଁ…

ଆରମ୍ଭରୁ ଆକ୍ରମଣ: ସର୍ଫରାଜ ସେନା ଉପରେ ବିରାଟ ବାହିନୀର ସର୍ଜିକାଲ ଷ୍ଟ୍ରାଇକ ! ସପ୍ତମ ଥରର ସମ୍ରାଟ ହେଉ ଭାରତ,…

କନକ ବ୍ୟୁରୋ: ଅପେକ୍ଷାରେ ଯବନିକା ପଡିଲା, ଯୁଦ୍ଧ ଆରମ୍ଭ ହେଲା । ମାଞ୍ଚେଷ୍ଟରରେ ଆରମ୍ଭ ହେଲା ମହାସଂଗ୍ରାମ । ମ୍ୟାଚ ଆରମ୍ଭ ପରେ ସମସ୍ତଙ୍କ ମନରେ ଶଙ୍କା, ସମସ୍ତଙ୍କ ଛାତିରେ ଛନକା । ଆଜିର ମ୍ୟାଚରେ କଣ ହେବ ? କିଏ କାହାକୁ ହରାଇ କିଙ୍ଗ ହେବ ? ଲଗାତାର ୬ଟି ବିଶ୍ୱକପରେ ପାକିସ୍ତାନକୁ ହରାଇ…

ଦିଲ୍ଲୀରେ କମିଲା ଦୂରତା ? ସାଢ଼େ ୪ କୋଟି ଓଡିଆଙ୍କ ସୁଖ ପାଇଁ ହେଲା ସାକ୍ଷାତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…

କନକ ବ୍ୟୁରୋ: ନିର୍ବାଚନ ସରିବାକୁ ଆଉ ଫଳାଫଳ ବାହାରିବାକୁ ମାସଟିଏ ବି ହେଇନି ହେଲେ ସରି ଯାଇଛି ସବୁ ଶତ୍ରୁତା । ଯୁଦ୍ଧ ମାଟିରେ ହିଁ ମିଳେଇ ଯାଇଛି ରାଜନୀତିର ସବୁ ରାଗ । ବାକଯୁଦ୍ଧରେ ପଡି଼ଛି ଯବନିକା ଆଉ ଟାଣ ଖରାରେ ମିଳେଇ ଯାଇଛି ପରସ୍ପରକୁ କରାଯାଉଥିବା ଟାର୍ଗେଟ । ନିର୍ବାଚନ ପୂର୍ବରୁ…

ବଡ଼ ମେଡିକାଲର ବଡ଼ ସତ: ଇଟା ପଥର ତଳେ ରୋଗୀଙ୍କ ଜୀବନ !

କନକ ବ୍ୟୁରୋ: ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । କଟକ ମେଡିକାଲରେ କେମିତି ଅଛନ୍ତି ରୋଗୀ ଆଉ କେମିତି ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ ? ଏକଥା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଆଜ୍ଞା ହଁ କଟକରେ କାନ୍ଦୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ରୋଗୀଙ୍କୁ ଡାକ୍ତର ଦେଖାଇବାକୁ…

ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ଆଣିଲେ ଅନୁଭବଙ୍କ ନାଁରେ ଅଭିଯୋଗ । ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ଥାନାରେ ମାମଲା ରୁଜୁ । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା…