ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାହିଁ ପ୍ରସନ୍ନଙ୍କ ନାଁ: ନିର୍ବାଚନ ପୂର୍ବରୁ ପଠାଇବେ କହିଥିଲେ, ନିର୍ବାଚନ ପରେ ପୂରା…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୩ ଜଣଙ୍କ ନାମରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛନ୍ତି…

ପୁଣି ପୁଅଙ୍କୁ ପଛରେ ପକାଇ ଆଗରେ ରହିଲେ ଝିଅ: କଳା, ବାଣିଜ୍ୟ ଓ ଧନ୍ଦାମୂଳକରେ ଝିଅଙ୍କ ପାସ୍ ହାର ଅଧିକ

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ, ବାଣିଜ୍ୟରେ ୭୦. ୨୬ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୨ ପ୍ରତିଶତ ପିଲା ପାସ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର କମିିଥିବା ବେଳେ ଏଥର…

ଗତବର୍ଷ ଅପେକ୍ଷା ଏବର୍ଷ କମିଗଲା ପାସ୍ ହାର: କେବେ ହେବ ଶତ ପ୍ରତିଶତ ରେଜଲ୍ଟ ? ଜାଣନ୍ତୁ କଣ ପାଇଁ କମୁଛି ପାସ୍ ହାର

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ପୁସ୍ତିକା ଉନ୍ମୋଚନ କରି ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ ପାସ୍ ହାର ଥିବା ବେଳେ ବାଣିଜ୍ୟରେ ୭୦. ୨୬ ପ୍ରତିଶତ ପିଲା ପାସ କରିଛନ୍ତି ।…

ଏଥର ଆସିବ ବଡ ବଜେଟ: କାଳିଆ, ମିଶନ ଶକ୍ତିକୁ ଅଧିକ ଫୋକସ ! ନିର୍ବାଚନ ଜିତାଇ ଥିବାରୁ ସିଂହଭାଗ ନେବେ ଚାଷୀ ଓ ମହିଳା

କନକ ବ୍ୟୁରୋ: ଉପସ୍ଥାପିତ ହେବ ନୂଆ ସରକାରର ନୂଆ ବଜେଟ । ଆସନ୍ତା ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ବଜେଟ । ତେଣୁ ଏଥିପାଇଁ ଆଗତ ହୋଇଛି ବଜେଟ ଚିଠା ପ୍ରସ୍ତାବ । ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଏଥର ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି । ବଜେଟର…

ନିଜ ବାହାଘର ନେଇ ବଡ ବୟାନ ଦେଲେ ଦୌଡ଼ରାଣୀ ଦୂତୀ: କହିଲେ ସମସ୍ତଙ୍କ ପରି ତାଙ୍କର ବି ଇଚ୍ଛା ବରଯାତ୍ରୀ ନେଇ ବାହା…

କନକ ବ୍ୟୁରୋ: ସମଲିଙ୍ଗୀ ସମ୍ପର୍କ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା ଦୂତୀ ଦେଇଛନ୍ତି ବଡ ବୟାନ । ନିଜ ବାହାଘର ଓ ନିଜ ପ୍ରେମ ନେଇ ବଡ ବୟାନ ଦେଇଛନ୍ତି ଦୂତୀ । କନକ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ନିଜ ମନର କଥା କହିଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ତେବେ ନିଜ ପ୍ରେମ ସମ୍ପର୍କକୁ ସାର୍ବଜନୀନ…

ସମ୍ପର୍କ ସୁଧାରିବା ନେଇ ଇମ୍ରାନଙ୍କୁ ମୋଦିଙ୍କ କଡ଼ା ଉତ୍ତର: ଆଗ ଆତଙ୍କବାଦ ଛାଡ଼, ତାପରେ ଯାଇ କଥାବାର୍ତ୍ତା…

କନକ ବ୍ୟୁରୋ: ଭାରତ ସହ ସମ୍ପର୍କ ସୁଧାରିବା ବିକଳ ହେଉଛି ପାକିସ୍ତାନ । ହେଲେ ପାକିସ୍ତାନକୁ ପାଖ ପୁରାଇ ଦେଉନି ଭାରତ । ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖୁଛନ୍ତି । ହେଲେ ଇମ୍ରାନଙ୍କ ଚିଠିର ଉତ୍ତର ଦେଉନଥିବା…