ଅସହାୟଙ୍କ ଆଶା ‘କ୍ଲିନ ସିଟି’: ସମାଜ ଆଖିରେ ବୋଝ ସାଜିଥିବା ମଣିଷଙ୍କୁ ଦେବତା ଭଳି ସେବା କରନ୍ତି, ମଉଳା ଓଠରେ ହସ…

କନକ ବ୍ୟୁରୋ: ସେମାନେ ଘୃଣ୍ୟ ନୁହଁନ୍ତି, ଅସ୍ପୃଶ୍ୟ ନୁହଁନ୍ତି, ସମାଜ ପାଇଁ ସେମାନେ ପର ନୁହଁନ୍ତି କି ବୋଝ ବି ନୁହଁନ୍ତି । ହୁଏତ ସେମାନେ କିଛି ବୁଝି ପାରୁନାହାନ୍ତି କି କାହାରିକୁ ଜାଣି ପାରୁନାହାନ୍ତି । ହେଲେ ସବୁ ପରେ ବି ସେମାନେ ଜଣେ ଜଣେ ମଣିଷ । ଆମ ପରି ସେମାନଙ୍କ ଦେହରେ ବି ଜୀବନ…

ସାହସ ଦେଖାଇଲେ, ସାବାସୀ ପାଇଲେ । ମାଡି ଆସୁଥିବା ଟ୍ରକ ମୁହଁରୁ ୪ ଜଣଙ୍କ ଜୀବନ ବଞ୍ଚାଇଥିବାରୁ ସମ୍ବର୍ଦ୍ଧିତ ହେଲେ…

କନକ ବ୍ୟୁରୋ: ସାହସ ଦେଖାଇଲେ, ସାବାସୀ ପାଇଲେ । ୪ ଜଣଙ୍କ ଜୀବନ ରକ୍ଷା କରି ସମ୍ବର୍ଦ୍ଧିତ ହେଲେ ଟ୍ରାଫିକ ହାବିଲଦାର । ରାତିରେ ଟ୍ରାଫିକ ପୋଷ୍ଟରୁ ଡିଆଁ ମାରି ଦୃତଗାମୀ ଟ୍ରକ ମୁହଁରୁ ୪ ଜଣଙ୍କ ଜୀବନ ରକ୍ଷା କରିଥିବା ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି…

ମତେ ତିହାର ଜେଲର ଜହ୍ଲାଦ କରନ୍ତୁ, ମୁଁ ନିର୍ଭୟା ଦୋଷୀଙ୍କୁ ଫାଶି ଦେବି… ନିର୍ଭୟାକୁ ନ୍ୟାୟ ଦେବାକୁ…

କନକ ବ୍ୟୁରୋ: ମତେ ଜେଲକୁ ଛାଡ, ମୁଁ ନିର୍ଭୟା ଦୋଷୀଙ୍କୁ ଫାଶିରେ ଝୁଲାଇବି... ଚିଠିରେ ଏମିତି ଏକ କଥା ଲେଖି ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଜଣେ ପରିବା ବିକାଳି । ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଏଯାଏଁ ଫାଶି ଦିଆଯାଇନଥିବାରୁ ଘଟଣାକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କୁ ଏମିତି ଲେଖିଛନ୍ତି…

ଗୋଡ କାଟିଦେଲା କ୍ୟାନସର: ଜୀବନ ବଞ୍ଚାଇବାକୁ ଗୋଡ କଟିଲା, ଜୀବନ ବିତେଇବାକୁ କଲବଲ କଲା । ପରିବାରର ଏକମାତ୍ର ପୁଅ…

କନକ ବ୍ୟୁରୋ: କଟିଯାଇଛି ଗୋଡ, ବଦଳିଯାଇଛି ଜୀବନର ମୋଡ । ଦୁଇ ବର୍ଷ ତଳେ ଦୁଇ ଗୋଡରୁ ଗୋଟିଏ ଗୋଡ ଅଲଗା ହେବା ପରେ ଏବେ ଖଣ୍ଡେ ବାଡି ଉପରେ ଭରସା କରି ବାଟ ଚାଲୁଛନ୍ତି ବେସାହାରା ସିଦ୍ଧାନ୍ତ । ଚୁଲିରୁ ଉଠୁଥିବା ଏ ଧୂଆଁ ପରି ସିଦ୍ଧାନ୍ତଙ୍କ ଜୀବନ ବି ଧୂଆଁ ଧୂଆଁ ହୋଇଗଲା । ପାଠପଢି ବଡ ମଣିଷ…

ବ୍ଲାକମେଲ କରୁଥିଲା ବନ୍ଧାହେଲା: ଭଦ୍ରକ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଭିଡିଓ ଭାଇରାଲର ଧମକ ଦେଇ ୩ ମାସ…

କନକ ବ୍ୟୁରୋ: ସୈତାନ ହାତରେ ହାତକଡି । ଭଦ୍ରକ ଖପରପଦା ନାବାଳିକା ଦୁଷ୍କର୍ମ ମାମଲାରେ ଶେଷରେ ବନ୍ଧାହେଲା ସୈତାନ । ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ମାଝୀକୁ ଗିରଫ କଲା ପୋଲିସ । ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା ବେଳେ ତାକୁ ଖୋଜି ଖୋଜି ଧରିଛି ଭଦ୍ରକ ପୋଲିସ । ତେବେ…

ରଙ୍ଗରୁଟରେ ବଢୁଛି ଦୁର୍ଘଟଣା । ଟ୍ୱିନସିଟି ରାସ୍ତାରେ ରହିଛି ୨୦୦ଟି ରଙ୍ଗରୁଟ୍ ପଏଣ୍ଟ । ୬୦ଟି ସମ୍ବେଦନଶୀଳ ପଏଣ୍ଟ…

କନକ ବ୍ୟୁରୋ: ଟ୍ୱିନସିଟିରେ ରହିଛି ୨୦୦ଟି ରଙ୍ଗରୁଟ୍ ପଏଣ୍ଟ । କଟକ-ଭୁବନେଶ୍ୱର ରାସ୍ତାରେ ୨୦୦ଟି ରଙ୍ଗରୁଟ ପଏଣ୍ଟ ଚିହ୍ନଟ କରାଯାଇଛି । ତେବେ ସେଥି ମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ । ଏସବୁ ସ୍ଥାନରେ ଲୋକେ ରଙ୍ଗ ଡ୍ରାଇଭିଂ କରୁଥିବାରୁ ଅଧିକ ଦୁର୍ଘଟଣା ହେଉଛି । ତେଣୁ ସେସବୁ…