ବାହାନାଗା ଟ୍ରେନ ଦୁର୍ଘଟଣା ପାଇଁ କିଏ ଦାୟୀ । ଏତେ ଜୀବନହାନି ପଛର କାରଣ କଣ ?

କନକ ବ୍ୟୁରୋ : ଦୁର୍ଘଟଣାର କାରଣ କଣ? ଏହା ଜାଣିବାକୁ ସାରାଦେଶ ଅପେକ୍ଷା କରିଛି । ଅ୍ରାଉ ଏତିକିବେଳେ ଦୁର୍ଘଟଣାର କାରଣ କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି, ଇଂଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ…

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ସତ୍ୟପାଲ ମଲ୍ଲିକଙ୍କ କଡା ଚେତାବନୀ । କହିଲେ, ପ୍ରଥମେ ବ୍ରିଜଭୂଷଣକୁ ହଟାଇବୁ ପରେ…

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କି ମେ’୨୮ ତାରିଖରେ ଦିଲ୍ଲୀ ପୋଲିସ…

ବାଲେଶ୍ୱର ରେଳ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୋପ୍ ଫ୍ରାନ୍ସିସ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଜୁନ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଶୋକ ବାର୍ତ୍ତା ଆସୁଛି । ଋଷ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ପ୍ରତିନିଧି ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି ପୋପ୍ ପୋପ୍…

ଜନସଂଖ୍ୟା ୨କୋଟି ହେଲେ ରହିଛି ସବୁଠୁ ବଡ ସଂସଦ ଭବନ । ଆମେରିକା ଓ ଋଷ ଠାରୁ ବି ଆକାରରେ ବଡ ସଂସଦ ଗୃହ । ଜାଣନ୍ତୁ…

କନକ ବ୍ୟୁରୋ : ଦେଶକୁ ମିଳିସାରିଛି ନୂଆ ସଂସଦ ଭବନ । ଗତ ୨୮ ତାରିଖରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆକର୍ଷଣୀୟ ଡିଜାଇନ ଆଉ ନୂଆ ବ୍ୟବସ୍ଥା ପାଇଁ ଚର୍ଚ୍ଚାରେ ରହିଛି ଭାରତର ଏହି ନୂଆ ପାର୍ଲାମେଣ୍ଟ । କେତେବେଳେ ଏହାକୁ ନେଇ ରାଜନୀତି ହେଉଛି ତ କେତେବେଳେ…

ତୁରନ୍ତ ବଦଳାଇ ନିଅନ୍ତୁ ୨ ହଜାର ଟଙ୍କିଆ ନୋଟ । ଜୁନ ମାସରେ ବ୍ୟାଙ୍କରେ ବଢିବ ଗ୍ରାହକଙ୍କ ଭିଡ । ଜୁନ ମାସରେ ଏତେଦିନ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ଜୁନ୍ ମାସ । ଆଉ ଜୁନ୍ ମାସରେ ଆପଣ ଯଦି ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ । ବଜାରରୁ ବିଦାୟ ନେଉଛି ୨୦୦୦ଟଙ୍କିଆ ନୋଟ୍ । ଟଙ୍କା କେମିତି ବଦଳାଇବେ, କେତେ ଟଙ୍କା ବଦଳାଇବେ ଏନେଇ ଗ୍ରାହକଙ୍କ ମନରେ ଉଦବେଗ ଭରି…

ତାତିରୁ ମିଳିବ କି ତ୍ରାହି, ଆଜି ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଜି କେରଳରେ ମୌସୁମୀ ବାୟୁ ପହଂଚିବା ନେଇ ପୂର୍ବାନୁମାନ କରିଛି । ଏନେଇ ପାଣିପାଗ ବିଭାଗ ତରଫରୁ କେରଳରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏବେ ମୌସୁମୀ ବାୟୁ ଲାକ୍ଷାଦୀପ ଓ ଦକ୍ଷିଣ ଆରବ ସାଗର…