ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା । କାର୍ଯ୍ୟକ୍ରମରେ ସାମିଲ ହେବେ…

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଜାନୁଆରୀ ୨୨ ତାରିଖ ୧୨.୩୦ ରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର…

ବିଶ୍ୱକପରେ ମାକ୍ସୱେଲଙ୍କ ଧୂଆଁଧାର ବ୍ୟାଟିଂ । ନେଦରଲ୍ୟାଣ୍ଡ ବିରୋଧରେ ୪୪ ବଲରେ ଶତକ

କନକ ବ୍ୟୁରୋ : ଚଳିତ ବଶ୍ୱକପରେ ଭିନ୍ନ ଭିନ୍ନ ପ୍ରକାରର ନିଆରା ଖେଳ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଦିଲ୍ଲୀରେ ଚାଲିଥିବା ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାକ୍ସୱେଲଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି । ଟସ୍ ଜିତି ପ୍ରଥମେ…

ବାଲେଶ୍ୱର ସିମୁଳିଆରେ ଧୁମଧାମରେ ପାଳିତ ହେଲା ଆଦିବାସୀଙ୍କ କରମା ପୂଜା । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ…

କନକ ବ୍ୟୁରୋ : ବାଜୁଛି ମାଦଳ । ଆଉ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିବାସୀ । କରମା ପୂଜା ଅବସରରେ ସମସ୍ତେ ମସଗୁଲ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବଣା ଗାଁରେ ଅନୁଷ୍ଠିତ ହୋଇଛି ଆଦିବାସୀଙ୍କ କରମା ପୂଜା । କରମା ପୂଜା ପାଇଁ ଆଦିବାସୀ ମାନେ ପ୍ରଥମେ ନଦୀରୁ ବାଲି ଆଣି…

ଜୀବନ ଜିଇବାକୁ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡ଼ା ଗରଦପୁରର ଜ୍ଞାନରଂଜନ । ଭଙ୍ଗା କ୍ୟାବିନରେ ଚାଲିଛି ଦିବ୍ୟାଙ୍ଗଙ୍କ…

କନକ ବ୍ୟୁରୋ : ଦିବ୍ୟାଙ୍ଗ ଜ୍ଞାନରଂଜନଙ୍କ ସଂଘର୍ଷମୟ କାହାଣୀ । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଭଦକମଳ ଗାଁରେ ଜ୍ଞାନରଂଜନଙ୍କ ଘର । ଯିଏ ପିଲାଦିନୁ ପୋଲିଓ ରୋଗରେ ଆକ୍ରାନ୍ତ । ଚାଲିବାକୁ ଶକ୍ତି ନାହିଁ । ତିନି ଚକିଆ ସାଇକେଲରେ ଚାଲିଛି ତାଙ୍କ ଜୀବନର ରଥ । ତଥାପି ଅନ୍ୟଉପରେ ନିର୍ଭର ନକରି…

ପରମ୍ପରା ଆଳରେ ପାର୍ବଣ ବେଳେ ଗଂଜାମରେ ବଢୁଛି ଜୁଆ ଖେଳର ଆସର । ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୫୦ ଜଣଙ୍କ ନାଁରେ ମାମଲା…

କନକ ବ୍ୟୁରୋ : ପରମ୍ପରା ଆଳର ପାର୍ବଣରେ ବଢୁଛି ଜୁଆ ଖେଳର ଆସର । ସେ ପରିତ୍ୟକ୍ତ ଘର ହେଉ ଅବା ନିଛାଟିଆ ସ୍ଥାନ ଅଥବା ଗାଁର ଚଉରା ମୁଳ କି ଘର ବାରଣ୍ଡା ସବୁଠି ଜମୁଛି ଜୁଆ ଖେଳ । କିଏ ଖେଳେ ସତରଞି ତ ପୁଣି କିଏ ପାଲି ଘୁଡି ପୁଣି କିଏ ତାସ ଖେଳ ଏବଂ କିଏ କଉଡି ଖେଳରେ ମଜିଥାନ୍ତି । ଯୁବ ସମାଜ…

କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ୮ ମାସ ଧରି ଚିକିତ୍ସା ପରେ ଆଖିବୁଜିଲେ ଏଚ.କଟାପାଲି କଲେଜ ଅଧ୍ୟାପକ

କନକ ବ୍ୟୁରୋ : କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧ୍ୟାପକଙ୍କର ବୁର୍ଲାରେ ମୃତ୍ୟୁ ହୋଇଛି । ମୃତ ଅଧ୍ୟାପକ ଜଣଙ୍କ ହେଲେ ଝାରସୁଗୁଡ଼ା ଏଚ.କଟାପାଲି କଲେଜର ଅମିତ କୁମାର ବାରିକ । ତେବେ ଛାତ୍ର ଜଣଙ୍କ ଅଧ୍ୟାପକଙ୍କୁ ମାଡ଼ ମାରିବା…