ମହିଳାଙ୍କ ଉପରେ ପଡିଗଲା ଗରମ କଫି । ଏବେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଦେବାକୁ ପଡିବ ୨୪ କୋଟି ଟଙ୍କାର କ୍ଷତିପୂରଣ

କନକ ବ୍ୟୁରୋ : ଦୁର୍ଘଟଣା ସହ ଅନ୍ୟ କିଛି ଘଟଣା ପାଇଁ କୋର୍ଟଙ୍କ ତରଫରୁ ଦାୟୀ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥାଏ । ହେଲେ ଏକ କଫି କପ ପଡିଯିବା କାରଣରୁ କେବେ କୌଣସି କୋର୍ଟ କାହା ଉପରେ କ୍ଷତିପୂରଣ ଆଦେଶ ଦେଇଥିବା ଆପଣ ଶୁଣି ନଥିବେ । ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ…

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ସଂସଦର ନୈତିକତା କମିଟି…

କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଏନେଇ ବିଜେପି ସାଂସଦ ଅଭିଯୋଗ କରିବା ପରେ ଏବେ ଏହି ମାମଲାର ଯାଂଚ ପାଇଁ ସଂସଦର ଏଥିକ୍ସ ବା ନୈତିକତା କମିଟି ମହୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ…

ତେଲେଙ୍ଗାନାରେ ହେବ କି ବିଜେପି ଓ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ । ଅମିତ୍ ଶାହାଙ୍କୁ ପବନ କଲ୍ୟାଣ ଭେଟିବା ପରେ ବଢିଲା…

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନା ବିଜେପି ସହ ମେଣ୍ଟ କରିବ ବୋଲି ପୂର୍ବରୁ ଆଲୋଚନା ହେଉଥିଲା । ହେଲେ ଆଜି ପବନ କଲ୍ୟାଣ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମେଣ୍ଟ ଓ ଆସନ ଭାଗବଣ୍ଟା…

ଅଲ୍ ଜଜୀରାର ରିପୋର୍ଟରେ କରୁଥିଲେ ଯୁଦ୍ଧ ଉପରେ ରିପୋର୍ଟିଂ । ସେପଟେ ବୋମାମାଡରେ ଚାଲିଗଲେ ପୁରା ପରିବାର

କନକ ବ୍ୟୁରୋ : ଏ ଯୁଦ୍ଧ କାହା ପାଇଁ ? ରାଷ୍ଟ୍ରର ଭୌଗଳିକ ସୀମା ବୃଦ୍ଧି ପାଇଁ , ଧର୍ମକୁ ଅଗ୍ରାଧିକାର ଦେବା ପାଇଁ ନା ଅସ୍ତ୍ର ବ୍ୟବସାୟୀଙ୍କ ଲାଭ ପାଇଁ । ଏକଥା ଆମେ ଏଇଥି ପାଇଁ କହୁଛୁ ଯେ ଯଦି ଏ ସଂଘର୍ଷ ମଣିଷର ବିକାଶ ପାଇଁ, ମଣିଷର ଭଲ ପାଇଁ ତେବେ ସେହି ମଣିଷମାନଙ୍କୁ ହତ୍ୟା କରି କଣ…

ଅଶୋକ ଗେହଲଟଙ୍କ ପୁଅକୁ ଇଡିର ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ୍ । କହିଲେ ଇଡି ଏବେ ସାରା ଦେଶରେ ଆତଙ୍କ ଖେଳାଉଛି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହା ମୋ ପୁଅ କିମ୍ବା ପିସିସି ମୁଖ୍ୟଙ୍କ ପ୍ରଶ୍ନ ନୁହେଁ, ଏବେ ଇଡି ସାରା ଦେଶରେ ଆତଙ୍କ ଖେଳାଉଛି । କଂଗ୍ରେସ ତରଫରୁ…

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଜୟ ସିୟାରାମ ଲେଖି ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଘୋଷଣା ହେବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ଆଜିର ଦିନ ବେଶ ଭାବପୂର୍ଣ୍ଣ । ଏହାସହ ପ୍ରଭୁ…