ଏର୍ଣ୍ଣାକୁଲମ କନଭେସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ । ଜଣେ ମୃତ, ୨୦ ରୁ ଅଧିକ ଗରୁତର

କନକ ବ୍ୟୁରୋ : କେରଳ ଏର୍ଣ୍ଣାକୁଲମର କଲାମାସେରୀ ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ ହୋଇଛି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ସର୍ବନିମ୍ନ ୨୦ ଜଣ ଲୋକ ଗୁରୁତର ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଏଠାରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା…

ରିଲିଜର ଦ୍ୱିତୀୟ ଦିନରେ ବି ଖରାପ ପ୍ରଦର୍ଶନ କଲା କଙ୍ଗନାଙ୍କ ସିନେମା ତେଜସ୍ । ଜାଣନ୍ତୁ କେତେ ହୋଇଛି କଲେକସନ୍

କନକ ବ୍ୟୁରୋ : ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସିନେମା ତେଜସ୍ ଏବେ ବକ୍ସ ଅଫିସରେ ଫେଲ ମାରିଛି । ୪୫ କୋଟି ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଏହି ସିନେମାର ଦ୍ୱିତୀୟ ଦିନ କଲେକସନ ଦେଖିବା ପରେ ଅନୁମାନ କରାଯାଉଛି କି, ଏହା ସର୍ବାଧିକ…

ପଶ୍ଚିମବଙ୍ଗର ମନ୍ତ୍ରୀ ଜ୍ୟୋତିପ୍ରୀୟଙ୍କ ବ୍ୟକ୍ତିଗତ ସହାୟକ କଲେ ବଡ ଖୁଲାସା । ଦୁର୍ନୀତି ଟଙ୍କାରେ ମନ୍ତ୍ରୀ କରୁଥିଲେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପରିବଶେ ଓ ଜଙ୍ଗଲମନ୍ତ୍ରୀ ଜ୍ୟୋତିପ୍ରୀୟ ମଲ୍ଲିକ ଏବେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି କ୍ରମରେ ତାଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନ୍ତ୍ରୀଙ୍କର ପୂର୍ବତନ ବ୍ୟକ୍ତିଗତ ସହାୟକ ଅମିତ୍ ଡେଙ୍କୁ ନୋଟିସ କରିଥିଲେ । ତାଙ୍କୁ…

ଇସ୍ରାଏଲର ଧମକ ପରେ ବି ଏଲନ ମସ୍କଙ୍କ ଘୋଷଣା । ଗାଜାକୁ ସହାୟତା ସହ ଇଣ୍ଟରନେଟ ସେବା ଯୋଗାଇବେ ଏଲନ ମସ୍କ

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ସେନା ତରଫରୁ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଛି । ଏହି କ୍ରମରେ ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି । ଏହାର ପ୍ରଭାବ ହମାସ ଚରମପନ୍ଥୀଙ୍କ ବ୍ୟତୀତ ଗାଜାର ସାଧାରଣ ଲୋକଙ୍କ…

କାଲିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ ।  ହବିଷ ପାଇଁ ପୁରୀରେ ଜମିଲା ଭିଡ,  ଅଣପଞ୍ଜିକୃତ   ହବିଷ୍ୟାଳୀଙ୍କ ଭିଡ଼ ଯୋଗୁଁ…

କନକ ବ୍ୟୁରୋ : ରାତି ପାହିଲେ  ପୁରୀରେ ଆରମ୍ଭ ହେବ କାର୍ତିକ ବ୍ରତ ।  ଆଉ ଶ୍ରୀକ୍ଷେତ୍ରରେ  ବ୍ରତ ପାଳନ  କରିବାକୁ ହଜାର ହଜାର ହବିଷ୍ୟାଳି ଭିଡ ଜମାଇଲେଣି । ତେବେ ଶିବିରଗୁଡିକରେ ପଞ୍ଜୀକୃତ ଓ ଅଣପଞ୍ଜିକୃତ  ହବିଷ୍ୟାଳିଙ୍କ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ କୌଣସି…

ମାନସିକ ଚାପରୁ କିପରି ଡାକ୍ତରଙ୍କୁ ମିଳିବ ମୁକ୍ତି? ରାଜ୍ୟ ବାହାରେ ଦିଆଯିବ ପ୍ରଶିକ୍ଷଣ

କନକ ବ୍ୟୁରୋ : ଡାକ୍ତରଙ୍କ ପାଖରେ ରୋଗୀଙ୍କ ଲମ୍ବା ଲାଇନ । ରୋଗୀଙ୍କ ସମସ୍ୟା ବୁଝିବା ସହ ସୁସ୍ଥ ହେବା ପାଇଁ ଦେଉଛନ୍ତି ପରାମର୍ଶ । ଏହି ଦୃଶ୍ୟ ହେଉଛି ଭୁବନେଶ୍ୱର କ୍ୟାପିଟଲ ହସପିଟାଲର । ସରକାରୀ ହେଊ କି ବେସରକାରୀ ସବୁ ଡାକ୍ତରଖାନାରେ ସମାନ ଅବସ୍ଥା । କେଉଁଠି ରୋଗୀଙ୍କ ଲମ୍ବା ଲାଇନ ତ…