ବିରୋଧୀ ମେଂଟ ଇଣ୍ଡିଆରେ ସବୁକିଛି ଠିକ୍ ଠାକ୍ ଚାଲିଛି ତ ? ଚର୍ଚ୍ଚା ବଢ଼ାଇଲା ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ

କନକ ବ୍ୟୁରୋ : ବିରୋଧୀ ମେଂଟ ‘ଇଣ୍ଡିଆ’ରେ ସବୁକିଛି ଠିକଠାକ୍ ଚାଲିଛି ତ? ଇଣ୍ଡିଆ ମେଂଟରେ କଂଗ୍ରେସର ଭୂମିକାକୁ ନେଇ ବଡ଼ କଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କହିଛନ୍ତି, ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ‘ଇଣ୍ଡିଆ’ ମେଂଟର ଗଠନ ହୋଇଥିଲା । ସବୁ ଦଳ ଏକାଠି ହୋଇ…

ହାଜର ହେଲେ ମହୁଆ ମୋଇତ୍ରା । ୱାକଆଉଟ୍ କଲେ ବିରୋଧୀ ସାଂସଦ

କନକ ବ୍ୟୁରୋ : ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଏଥିକ୍ସ କମିଟିରେ ହାଜର ହୋଇଛନ୍ତି । ହାଜର ପରେ ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା । ଆଉ ଏହାରି ଭିତରେ ବିରୋଧୀ ଦଳର ସାଂସଦମାନେ ବୈଠକରୁ ୱାକଆଉଟ୍ କରିଥିଲେ । ଖୋଦ୍ ମହୁଆ ମୋଇତ୍ରା ମଧ୍ୟ ବୈଠକରୁ…

ସମନ୍ ମିଳିଲା, ହାଜର ହେଲେନି କେଜ୍ରିୱାଲ । କହିଲେ, ଇଡି ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ଗୁରୁବାର ଇଡିରେ ହାଜର ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ । ଇଡି ପଠାଇଥିବା ନୋଟିସର ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ । ନୋଟିସକୁ…

ଯୋଗୀଙ୍କ ସରକାରରେ ଇଏ କି ଚିତ୍ର । ଉଦଘାଟନର ୨୪ ଘଣ୍ଟା ମଧ୍ୟରେ ଫାଟିଗଲା ୬୬ କୋଟି ଟଙ୍କାର ପୋଲ

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଯୋଗୀ ସରକାର ବିଶେଷ ଭାବେ ବୁଲଡୋଜରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବଳ ବୁଲଡୋଜର ନୁହେଁ ଦଙ୍ଗାକାରୀ, ମାଫିଆ ଓ ବିରୋଧୀଦଳ ନେତାଙ୍କ ଉପରେ ତୁରନ୍ତ ଆକ୍ସନ ନେବାରେ ଯୋଗୀ ସରକାର ଦେଶର ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ବେଶ ପରିଚିତ । ହେଲେ ଆଜି…

ଏକବିଂଶ ଶତାବ୍ଦୀର ଏମିତି ଗାଁ । ଘଂଟ ହିଁ ଯୋଗାଯୋଗର ପ୍ରମୁଖ ସାଧନ, ଘଂଟି ବାଜିଲେ ଏକାଠି ହୁଅନ୍ତି ଲୋକ

କନକ ବ୍ୟୁରୋ : ଏ କାହାଣୀ ହେଉଛି ସୁନ୍ଦରଗଡ ହେମଗିରି ବ୍ଲକ ତୁମ୍ବିଖୋଲ ଗାଁର । ଚର୍ଚ୍ଚ ସମ୍ମୁଖରେ ଘଂଟ ବାଜୁଛି, ଘଂଟ ବଜାଇ ଗାଁ ଲୋକଙ୍କୁ ଡକା ଯାଉଛି । ଘଂଟ ଶବ୍ଦ ଶୁଣି ଘରୁ ବାହାରି ଆସନ୍ତି ଗାଁ ଲୋକ । ଚର୍ଚ୍ଚ ସମ୍ମୁଖରେ ରୁଣ୍ଡ ହୁଅନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି ।…

ବୁଡି ଯାଉଥିବା କୌଳିକ ବୃତ୍ତିକୁ ବଂଚାଇବାର ବାଟ ଦେଖାଇଲା ଟେରାକୋଟା ପ୍ରଶିକ୍ଷଣ, ଟ୍ରେନିଂ ନେଇ ମହିଳା ତିଆରି…

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଆବଶ୍ୟକତା । ମାଟିକୁ ଜୀବନ୍ତ ବଂଚୁଥିବା କୁମ୍ଭକାରଙ୍କ ପାଇଁ ଅଭିଶାପ ପାଲଟିଛି ଷ୍ଲାଷ୍ଟିକ ଯୁଗ । କେବଳ ହାଣ୍ଡି ମାଠିଆ ବିକିଲେ ପେଟ ପୁରୁନଥିବାରୁ କୌଳିକ ବୃତି ଛାଡ଼ି ରାଜ୍ୟ ବାହାରକୁ ଯାଉଥିଲେ କୁମ୍ଭକାର । ହେଲ ଏବେ ସେ ଦିନ ବଦଳି ଯାଇଛି ।…