ବାହାରିନ ଓଡିଆ ସମାଜ” ତରଫରୁ ୮୯ ତମ ଉତ୍କଳ ଦିବସ ପାଳନ

କନକ ବ୍ୟୁରୋ: ବାହାରିନର ରାଜଧାନୀ ମାନମାଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଙ୍ଗଠନ "ବାହାରିନ ଓଡ଼ିଆ ସମାଜ", ୮୯ତମ ଉତ୍କଳ ଦିବସ ଧୁମଧାମରେ ପାଳନ କରିଛନ୍ତି। ଏଥିରେ ୧୦୦ ଓଡିଆ ପରିବାର ସମେତ ୩୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ। ବାହାରିନରେ ଥିବା ଭାରତୀୟ ଦୂତାବାସ ଆମ୍ବାସଡର୍ ବିନୋଦ…

ଯାହା କହିଥିଲେ ଶାହା, ତାହା ରିପିଟ୍ କଲେ ନଡ୍ଡା । କେନ୍ଦ୍ରୀୟ ଯୋଜନାର ରିପୋର୍ଟ କାର୍ଡ ଦେଖାଇ ମାଗିଲେ ଭୋଟ୍ ।

କନକ ବ୍ୟୁରୋ: ମଧୁବାବୁଙ୍କୁ ମନେପକାଇ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ ମଧୁବାବୁ ଓଡ଼ିଶା ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଁ ବ୍ରହ୍ମପୁର ମାଟିରୁ ପ୍ରଣାମ କରୁଛି । ନିର୍ବାଚନୀ ସଭାରେ ମୁଁ ଉତ୍ସାହ ଦେଖୁଛି,…

ଆଖି ବୁଜିଲେ ଭାସ୍କର ସାର୍ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହରାଇ କାନ୍ଦୁଛନ୍ତି ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଆଖିବୁଜିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ଦାସ । ୟୁନିଭରସିଟି ହାଇସ୍କୁଲ,ବାଣୀବିହାରର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଭାସ୍କର ସାର୍ । ସୂଚନା ମୁତାବକ ଆଜି ସକାଳ…

ଆଇଏଏସ୍ ୨୦୨୩ ପରୀକ୍ଷା ଫଳାଫଳରେ ଆପ୍ଟି ପ୍ଲସର ବାଜିମାତ୍…

କନକ ବ୍ୟୁରୋ: ଆଇଏଏସ୍ ୨୦୨୩ର ପାଖାପାଖି ୧୧୦୫ ପଦବୀର ବିଜ୍ଞପ୍ତି ଆସିଥିଲା । ଆଉ ଏହି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଆପ୍ଟି ପ୍ଲସର ଆଇିଜିପି ପ୍ରୋଗ୍ରାମ ନେଇ ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତବ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଏଥିସହ ଅନ୍ୟାନ୍ୟ ରାଙ୍କ୍ -୧୬,…

ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଇ ଘର ଉପରକୁ ମାଡିଗଲା ଟ୍ରକ ।

କନକ ବ୍ୟୁରୋ: ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଲା ଅମାନିଆ ଟ୍ରକ୍ । ଯୁବତୀଙ୍କୁ ଧକ୍କା ଦେବା ପରେ ଘର ଭିତରକୁ ପଶିଗଲା । ନମିତା ନାମକ ଯୁବତୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍ଟି…

କାଠ ମାଫିଆଙ୍କ ଆତଙ୍କରାଜ । ରାତିରେ ଶାଗୁଆନ ଗଛ କାଟୁଥିଲେ ମାଫିଆ, ଗାଁ ଲୋକ ପହଞ୍ଚିଯିବାରୁ ବୋମା ଫିଙ୍ଗି ଫେରାର…

କନକ ବ୍ୟୁରୋ: ଗ୍ରାମବାସୀଙ୍କ ଉପରକୁ ବୋମାମାଡ । ବୋମା ଫିଙ୍ଗି ଫେରା କାଠ ମାଫିଆ । ବେଶ କିଛି ଦିନ ହେବ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରୀଗୁଡା ଗାଁରେ କାଠ ମାଫିଆ ଆତଙ୍କରାଜ ଚଳାଇଛନ୍ତି ।  ବିଳମ୍ବିତ ରାତିରେ ଗାଁ ନିକଟସ୍ଥ ଜଙ୍ଗଲରୁ ଶାଗୁଆନ୍ କାଠ କାଟୁଥିଲେ ମାଫିଆ । ଏହାଜାଣି…