ଅପରାହ୍ଣରେ ବଦଳିଯାଉଛି ପାଗ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଝଡ

କନକ ବ୍ୟୁରୋ: କାଳବୈଶାଖୀର କରାଳ ରୂପ । ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ବାଲେଶ୍ୱର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ବାତ୍ୟା ଭଳି ରୂପ ନେଇଛି କାଳବୈଶାଖୀ । ପ୍ରବଳ ଧୂଳି ଝଡ, ପବନ ବହିବା ସହ ଘଡଘଡି ମଧ୍ୟ ମାରୁଛି । ଏଭଳି ଭୟଙ୍କର ରୂପ ବାତ୍ୟା…

ପାଟଣାଗଡରେ ବିସ୍ଫୋରଣ। ଶୌଚ ପାଇଁ ଯାଇଥିବା ବେଳେ ବିସ୍ପୋରଣ।

କନକ ବ୍ୟୁରୋ: ପାଟଣାଗଡରେ ପୋଲ ତଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ବିଲାଇସାଥୀ ଗାଁରେ ପୋଲତଳେ ଏହି ବିସ୍ଫୋରଣ ଘଟିଛି । ଶୌଚ ପାଇଁ ଯାଇଥିବା ବେଳେ ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

୩ ବର୍ଷ ପରେ ପୁଅକୁ ଭେଟିବେ ଶିଖର ଧାୱନ, କୋର୍ଟ କହିଲେ- କେବଳ ମାଆର ଛୁଆ ଉପରେ ନାହିଁ ଅଧିକାର

କନକ ବ୍ୟୁରୋ: ଭାରତୀୟ ଦଳର ଷ୍ଟାର ଖେଳାଳୀ ଶିଖର ଧାୱନଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ କ୍ରିକେଟର ଶିଖରଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ଆଏଶାଙ୍କୁ କହିଛନ୍ତି ୯ ବର୍ଷର ପୁଅକୁ ପରିବାର ସହ ସାକ୍ଷାତ କରିବାକୁ ଦିଅନ୍ତୁ । ସେଥିପାଇଁ ତାଙ୍କୁ ଭାରତ…

କର୍ଣ୍ଣାଟକରେ ହାରିବା ପରେ ବିଜେପିକୁ ଆରଏସଏସର ପରାମର୍ଶ। ମୋଦୀ, ହିନ୍ଦୁତ୍ୱ ଯଥେଷ୍ଟ ନୁହେଁ

କନକ ବ୍ୟୁରୋ: କର୍ଣ୍ଣାଟକରେ ପରାଜୟର ସ୍ୱାଦ ଚାଖିବା ପରେ ବିଜେପିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆତ୍ମମନ୍ଥଥ କରିବା ପାଇଁ ପରାମର୍ଶ ଦେଇଛି । ସଂଘ ନିଜର ମୁଖପତ୍ରରେ କହିଛି ଯେ, ବିଜୟ ପାଇଁ ପ୍ରତ୍ୟେକ ସ୍ଥାନରେ ପ୍ରଧାନମନ୍ତ୍ରୀ ଏବଂ ହିନ୍ଦୁତ୍ୱ ଯଥେଷ୍ଟ ନୁହେଁ । ଆରଏସଏସ ବିଜେପିକୁ ମିଶନ…

ମିଳିଲା ତାତିରୁ ଆଶ୍ୱସ୍ତି, ରାଜଧାନୀରେ ପ୍ରବଳ ବର୍ଷା

କନକ ବ୍ୟୁରୋ: ରାଜଧାନୀରେ କାଳବୈଶାଖୀର ପ୍ରଭାବ । ପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା ହୋଇଛି । ବର୍ଷା ପରେ ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ତ୍ରାହିପାଇଛନ୍ତି ଲୋକେ ।

ଓରମାସ ପକ୍ଷରୁ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ, ଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋ

କନକ ବ୍ୟୁରୋ: ସହରରେ ଗାଁ ଆମ୍ବର ପସରା । ଓରମାସ ପକ୍ଷରୁ ଆଜି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ବଜାର ଚାଲିବାକୁ ଥିବା ବେଳେ କାର୍ଯ୍ୟକ୍ରମକୁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏହି…