ଚୀନକୁ ପୁଣି ତାଇୱାନର ଚେତାବନୀ । ବାୟୁସୀମାରେ ବାରମ୍ବାର ଅନୁପ୍ରବେଶ କରି ବେଜିଂ ଭାଙ୍ଗୁଛି ନିୟମ: ତାଇୱାନ

କନକ ବ୍ୟୁରୋ: ଚୀନକୁ ପୁଣି ତାଇୱାନର ଚେତାବନୀ । ଶୁକ୍ରବାର ତାଇୱାନର ପ୍ରଧାନମନ୍ତ୍ରୀ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି । ବାରମ୍ବାର ତାଇୱାନ ବାୟୁସେନାରେ ଚୀନର ଯୁଦ୍ଧ ଜାହଜ ଘୁରି ବୁଲୁଥିବାବେଳେ ତାଇୱାନ ଚୀନକୁ ସଫା ଶଦ୍ଧରେ ଚେତାବନୀ ଦେଇଛି । ଗୁରୁବାର ତାଇୱାନ ସୀମାରେ ଚୀନର ଡ୍ରୋନ…

କାଶ୍ମୀର ପଣ୍ଡିତଙ୍କ ନରସଂହାର ପ୍ରସଙ୍ଗ, ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: କାଶ୍ମୀର ପଣ୍ଡିତ ନରସଂହାର ସମ୍ବନ୍ଧିତ ଏକ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗୱାଇ ଓ ସିଟି ରବିକୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଛନ୍ତି । ଏନଜିଓ ‘ବି ଦ ସିଟିଜନ’ ପକ୍ଷରୁ ଦାଖଲ ଆବେଦନରେ…

ବୟାନ ନେଇ ବିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆରଏସଏସକୁ ପ୍ରଶଂସା ମମତା ବାନାର୍ଜୀଙ୍କୁ ପଡୁଛି ଭାରି।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜର ଏକ ବୟାନକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଦୁୁଇ ଦିନ ପୂର୍ବରୁ ଆରଏସଏସକୁ ନେଇ ମମତା ଦେଇଥିଲେ ଏକ ବଡ ବୟାନ । ସେ କହିଥିଲେ ଆରଏସଏସ ସଂଘର ସମସ୍ତ ସଦସ୍ୟ ଖରାପ ନୁହଁନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ…

ବିଜେପିର ଅପରେସନ ଲୋଟସ ବିରୋଧରେ ଆମ ଆଦମୀ ପାର୍ଟିର ମୋର୍ଚ୍ଚା। ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିଲା ଆପ।

କନକ ବ୍ୟୁରୋ: ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛି ଆମ ଆଦମୀ ପାର୍ଟି । ଆପର ଅଭିଯୋଗ, ଦେଶସାରା ଅପରେସନ ଲୋଟସ କରି ବିଭିନ୍ନ ରାଜ୍ୟର ସରକାର ଭାଙ୍ଗୁଛି ବିଜେପି ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ । ଏହି ଦାବି ନେଇ ସିବିଆଇ ମୁଖ୍ୟାଳୟ ସମ୍ମୁଖରେ ପହଞ୍ଚି ଆପ ନେତାମାନେ ଜୋରଦାର ବିକ୍ଷୋଭ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଲିଙ୍ଗାୟତ ମଠ ମହନ୍ତ। ଚିତ୍ରଦୁର୍ଗ ଜିଲ୍ଲା ଜେଲରେ ଡ. ଶିବମୂର୍ତ୍ତୀ।

କନକ ବ୍ୟୁରୋ: ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଲିଙ୍ଗାୟତ ମଠ ମହନ୍ତ । ବର୍ତ୍ତମାନ ଚାଙ୍କୁ ଚିତ୍ରଦୁର୍ଗ ଜିଲ୍ଲା ଜେଲକୁ ପଠାଯାଇଛି । ଶିଶୁ ଯୌନ ନିର୍ଯାତନା ମାମଲାରେ ଅଭିଯୋଗର ୬ ଦିନ ପରେ ଗିରଫ ହୋଇଥିଲେ ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ.ଶିବମୂର୍ତ୍ତୀ…

ବଢିଲା ସେନାର ଶକ୍ତି, ହିନ୍ଦ ମହାସାଗରରେ ଚୀନକୁ ଚେକ ଦେବ ଭାରତ। ଭାରତୀୟ ନୌସେନାରେ ସାମିଲ ହେଲା ନୂଆ ଆଇଏନଏସ…

କନକ ବ୍ୟୁରୋ: ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଶୁକ୍ରବାର ଭାରତୀୟ ସେନାରେ ସାମିଲ ହୋଇଛି । ନୌସେନାକୁ ଏହି ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପୁରୁଣା ଆଇଏନଏସ ବିକ୍ରାନ୍ତର ଅବସର ନେବା ୧୮ବର୍ଷ ପରେ…