ତ୍ରିକୋଣୀୟ ପ୍ରେମରୁ ହତ୍ୟା, କଟକରେ ନିଖୋଜ ଯୁବକଙ୍କୁ ନୟାଗଡ଼ରେ ହତ୍ୟା। 

କନକ ବ୍ୟୁରୋ: ତ୍ରିକୋଣୀୟ ପ୍ରେମରୁ ହତ୍ୟା । କଟକରେ ନିଖୋଜ ନୟାଗଡ଼ାରେ ହତ୍ୟା । ମୃତଦେହ ଖୋଜୁଛି ପୁଲିସ । ପ୍ରେମରେ ପ୍ରତାରଣା ଯେ କେତେ ଭୟଙ୍କର ରୂପ ନେଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମହୀପୁର ଅଞ୍ଚଳରେ । ସ୍ତ୍ରୀ ଅନ୍ୟ ଜଣଙ୍କ ପ୍ରେମରେ ପଡିବା ପରେ ପ୍ରେମିକକୁ…

‘ଅର୍ଥବ୍ୟବସ୍ଥାକୁ ବର୍ବାଦ କରିବାକୁ ଚାହୁଁଛନ୍ତି କିଛି ଦଳ’, ମାଗଣାକୁ ନେଇ ରାଜନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତରେ ଯାଇ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି ମାଗଣା ଯୋଜନାକୁ ବିରୋଧ କରିଛନ୍ତି । ରାଜ୍ୟରେ ୭୫ ହଜାର କୋଟିର ବିକାଶ କାର୍ଯ୍ୟର ରବିବାର ଶୁଭାରମ୍ଭ ହୋଇଛି । ମୋଦୀ ଏହି ଅବସରରେ…

ଖାଦ୍ୟଶସ୍ୟର ଉପକାରିତା ବଖାଣିଲେ ଆମେରିକା ଫେରନ୍ତା ଡାକ୍ତର କାଦର ଭାଲ୍ଲି। ୨୫ ବର୍ଷ ଧରି ଛୁଇଁପାରିନି କୌଣସି ରୋଗ।

କନକ ବ୍ୟୁରୋ: ମାଣ୍ଡିଆ ଆଉ ଗରିବଙ୍କ ଖାଦ୍ୟ ହୋଇରହିନାହିଁ । ଏହାକୁ ଏବେ ଧନୀ ଶ୍ରେଣୀର ଲୋକ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି । ଆମେରିକାରେ ଚାକିରି ଛାଡି ମାଣ୍ଡିଆ ପାଇଁ ଯିଉଁଥିବା ଡାକ୍ତର ଖାଦର ଭାଲ୍ଲୀ । ସେ ମାଣ୍ଡିଆକୁ ନେଇ ଏପରି କିଛି କହିଛନ୍ତି ଯାହା ଶୁଣିଲେ ଆପଣବି…

ହାଇଦ୍ରାବାଦରେ ଫିଲ୍ମ ଷ୍ଟାଇଲରେ ଅପହରଣ, ୩୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।

କନକ ବ୍ୟୁରୋ: ହାଇଦ୍ରାବାଦରେ ଜଣେ ଯୁବତୀଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣର ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । କିଛି ଯୁବକ ଭିଡ ଭିତରେ ନିର୍ବନ୍ଧ ପୂର୍ବରୁ ଯୁବତୀଙ୍କୁ ଅପହରଣ କରିନେଇଥିଲେ । ଘରେ ପସି ତାଙ୍କୁ ଅପହରଣ କରିଥିଲେ ଯୁବକ ।…

ବିଜେଡି ସହ କଂଗ୍ରେସର ଡିଲ! ଜୟନାରାୟଣ କହିଲେ, ସତ୍ୟକୁ ସମସ୍ତେ ମାନିବେ। ରାଜ୍ୟରେ ଆଉ କଂଗ୍ରେସର ସ୍ଥିତି ନାହିଁ ।

କନକ ବ୍ୟୁରୋ: ପଦ୍ମପୁରରେ ଡିଲ୍ କଥା ପୁଣି ଦୋହରାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ସତ୍ୟକୁ ସମସ୍ତେ ମାନିବେ । ଡିଲ୍ ହୋଇଥିବା କଥା କଂଗ୍ରେସ ଓ ବିଜେଡି ଲୋକଙ୍କ ଠାରୁ ଶୁଣିବାକୁ ପାଇଛି । ସେମାନେ ସ୍ୱୀକାର କରିଛନ୍ତି, କିନ୍ତୁ ମୋ ପାଖରେ ଡିଲ୍ ସମୟର ଭିଡିଓ…

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ବୁଲୁଛନ୍ତି ହାତୀ ପଲ। ଭୟଭୀତ ସ୍ଥାନୀୟ ଅଞ୍ଚଳବାସୀ।

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ନିକଟରେ ଗାଁରେ ବୁଲୁଛନ୍ତି ହାତୀ ପଲ । ସକାଳୁ ସକାଳୁ ହାତୀପଲ ବ୍ରାହ୍ମଣିଆ ଗାଁ ଟେଲିଫୋନ ଏକ୍ସଚେଞ୍ଜ ପଛ ପାଖରେ ଥିବା ବିଲରେ ଯାଉଥିବା ଦେଖିଥିଲେ ସ୍ଥାନୀୟ ଲୋକ । ପାଚିଲା ଧାନ ଫସଲକୁ ନଷ୍ଟ କରୁଛନ୍ତି ଏହି ହାତୀ । ଗାଁ…