‘ପ୍ରମାଣ ଦେଲେ ରାଜନୀତିରୁ ନେବି ସନ୍ୟାସ’, ବିଜେଡି ସହ ଡିଲକୁ ନେଇ କଡା ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ।

କନକ ବ୍ୟୁରୋ: କଂଗ୍ରେସ ସହ ବିଜେଡିର ଡିଲ ନେଇ ସୁର ରାଉତରାୟଙ୍କ ବିସ୍ଫୋରକ ବୟାନ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେଇଯିବି । ଯଦି ବିଜେଡି ପାଖରେ ବିକ୍ରି ହୋଇଛି ତେବେ ତାର ପ୍ରମାଣ ଦିଅନ୍ତୁ ବୋଲି ଶରତ…

ପଦ୍ମପୁରରେ ଶୋଚନୀୟ ପରାଜୟକୁ ନେଇ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଉପନିର୍ବାଚନ କିଛି ଲୋକଙ୍କ ପାଇଁ ପକେଟ୍…

କନକ ବ୍ୟୁରୋ: ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ଏବଂ ତାଙ୍କ ପକେଟ୍ ଗରମ କରୁଛି । ଦିଲ୍ଲୀରୁ ଦାୟିତ୍ୱ ଦିଆଯାଉଛି ହେଲେ ସେମାନେ ଏଠାରେ କଂଗ୍ରେସକୁ ଜିତାଇବାକୁ ଚେଷ୍ଟା କରୁନାହାଁନ୍ତି । ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ…

ଆପଣ ବିବାହିତ କି? କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା, ମିଳିବ ମାସକୁ ୧୮ ହଜାର ୫ ଶହ ଟଙ୍କା  

କନକ ବ୍ୟୁରୋ: ବିବାହିତଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି ।…

ଲଗାତର କଂଗ୍ରେସର ବିପର୍ଯ୍ୟୟ। ୮ ବର୍ଷରେ ୪୭ ବିଧାନସଭା ନିର୍ବାଚନ, ମାତ୍ର ୬ରେ ବିଜୟ।

କନକ ବ୍ୟୁରୋ: ବର୍ଷ ୨୦୨୨ ଶେଷ ହେଉ ହେଉ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାରଣ ଦଳ ହିମାଚଳ ପ୍ରଦେଶରେ ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିଛି । ସେପଟେ କିନ୍ତୁ ଗୁଜରାଟରେ ସବୁଠାରୁ ବଡ ପରାଜୟ ମିଳିଛି । ୧୮୨ରୁ ମାତ୍ର ୨୦ ସିଟ୍ ହାତେଇଛି…

ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’, ଏହି ସଂଖ୍ୟା ଦେଉଛି ପ୍ରମାଣ। ପଢନ୍ତୁ 

କନକ ବ୍ୟୁରୋ: ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିଛି । ୧୯୮୫…

‘ପରିବାର’ଠାରୁ ହାରିଗଲା ‘ସରକାର’, ମୈନପୁରୀରେ ଏକଜୁଟ ହେଲା ମୁଲାୟମଙ୍କ ପରିବାର।

କନକ ବ୍ୟୁରୋ : ବିଜେପି ମୈନପୁରୀ ଇତିହାସରେ ଜୋରଦାର ପ୍ରଚାର କେବେହେଲେ କରିନଥିବ । ସିଏମ ଯୋଗୀ ଆଦିତ୍ୟନାଥ ଦୁଇ ଦୁଇଥର ମଧ୍ୟ ମୈନପୁରୀରେ ରାଲି କରିଥିଲେ । କେଶବ ପ୍ରସାଦ ମୌର୍ଯ୍ୟ ତ ଏଠାରେ ପୂରା ଡେରାପକାଇ ରହିଥିଲେ । ପ୍ରାର୍ଥୀ ରଘୁରାଜଙ୍କ ପାଇଁ ନିଜର ସମସ୍ତ ପ୍ରକାର ଶକ୍ତି ଲଗାଇଥିଲା…