ଚିକେନ୍ ଭୋଜିି ନଦେବାରୁ ପାରାଙ୍କୁ ମାରିଦେଲେ । ସାଙ୍ଗଙ୍କ ନାଁରେ ମମଲା ଦାଏର କଲେ ପକ୍ଷୀ ପ୍ରେମୀ ।

କନକ ବ୍ୟୁରୋ: ଚିକେନ୍ ଭୋଜି ନଦେବାରୁ ପୋଶା ପାରାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ପାରାଦୀପ ତାରିଣୀଗଡାରେ ରହୁଥିବା ଅମର ବାରିକ ଭଡ଼ାରେ ରହୁଥିବା…

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ ।

କନକ ବ୍ୟୁରୋ: ବିଡିଓଙ୍କ ଘରକୁ ବି ଛାଡିଲେନି ଲୁଟେରା । ରାତି ଅଧରେ କପ୍ତିପଦା ବିଡିଓ ସିଦେ୍ଧଶ୍ୱର ନାଏକଙ୍କ ଘରେ କଳାକନା ବୁଲାଇଲେ ଚୋର । ବିଡିଓ ତାଙ୍କ ପରିବାର ସହ ଭୁବନେଶ୍ୱର ଆସିଥିବାବେଳେ ଏହାକୁ ଠାକ କରିଥିଲେ ଲୁଟେରା । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋରୀ କରିଥିଲେ । ଲକ୍ଷାଧିକ…

ରାସ୍ତା ପାଇଁ ରୋଗୀଙ୍କ ପାଖରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଗୁରୁତର ଅବସ୍ଥାରେ ରୋଗୀକୁ ଷ୍ଟ୍ରେଚରରେ ବୋହିନେଲେ…

କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ଫଳରେ ସେଠିକାର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଏପରିକି ଅନେକ ସମୟରେ ରୋଗୀ ଠିକ ସମୟରେ ହସ୍ପିଟାଲ ନଯାଇପାରି ଗୁରୁତର ହୋଇଯିବାର ଅନେକ ନଜିର ମଧ୍ୟ ରହିଛି । ଏଭଳି କିଛି ଘଟଣା ଦେଖିବାକୁ…

ସଫ୍ଟୱେର କମ୍ପାନୀଙ୍କୁ ଘାରିଛି ବାଘ ଡର । ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍…

କନକ ବ୍ୟୁରୋ: ବାଘ ଡରରେ ଆତଙ୍କିତ ସଫ୍ଟୱେର କମ୍ପାନୀ କର୍ମଚାରୀ । ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋର ସ୍ଥିତ ଇଣ୍ଟରନ୍ୟାସନାଲ ସଫ୍ଟୱେର କମ୍ପାନୀ ଇନଫୋସିସ୍ ଓ ଟିସିଏସ୍ ତରଫରୁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଯେଉଁଥିରେ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ…

ଡାକ୍ତରଙ୍କ ଅବହେଳା ଯୋଗୁଁ ଯନ୍ତ୍ରଣାରେ କଲବଲ କୁନି ପୁଅ । ଚିକିତ୍ସା ବେଳେ ଗୋଡରେ ଛାଡିଦେଲେ ଛୁଞ୍ଚି, ଧୀରେ ଧୀରେ…

କନକ ବ୍ୟୁରୋ: ବିହାରର ମୁଜାଫରପୁର ଜିଲ୍ଲାରୁ ସ୍ୱାସ୍ଥ୍ୟ ବିଭାଗର ବଡ ଅବହେଳା ସାମ୍ନାକୁ ଆସିଛି । ବାସ୍ତବରେ ମୁଜାଫରପୁରର ଏକ ସ୍କୁଲରେ ଗଛ ପଡ଼ି ଆହତ ହୋଇଥିବା ଶିଶୁର ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ପୋଷାକ ପିନ୍ଧିବା ସମୟରେ ଶିଶୁର ଗୋଡ଼ରେ ଛୁଞ୍ଚି ରଖିଥିଲେ। ଏହି ସମୟରେ ଶିଶୁଟିର…

ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା । ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ ।

କନକ ବ୍ୟୁରୋ: ବିବାହର ପ୍ରତିଶୃତି ଦେଇ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଘର ଆଗରେ ପ୍ରେମିକା ଧାରଣା ଦେଇଥିବାବେଳେ ପ୍ରେମିକ ଘର ଛାଡି ଫେରାର ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଯାଞ୍ଚ କରୁଥିବା ଜଣାପଡିଛି । ନବରଙ୍ଗପୁର…