ବାହାନଗା ଦୁର୍ଘଟଣାର ୮ ମାସ ପରେ ବି ସରିନି ଯନ୍ତ୍ରଣା । ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍ । ଟ୍ୱିଟ୍ କରି…

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ୮ ମାସ ବିତିଗଲା । ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଇଛି । ଆଉ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ସେକ୍ ସଲିମ । ଦୁର୍ଘଟଣାରେ ରକ୍ତ ଜୁଡ଼ୁବୁଡ଼ୁ ଅବସାରେ ତାଙ୍କୁ…

ହାତୀ ନେଲା ଜୀବନ । ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା ।

କନକ ବ୍ୟୁରୋ: ହାତୀ ନେଲା ଜୀବନ । ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ଦଳିଦେଲା ଦନ୍ତା । ଯାଜପୁର କୋରାଇ ବ୍ଲକ ତଣ୍ଡରା ଗାଁରେ ବଣୁଆ ହାତୀ ଆତଙ୍କ । ଆଜି ସକାଳେ ଉପେନ୍ଦ୍ର କର ନାମକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଦଳି ଦେଇଛି ହାତୀ । ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ…

ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ । ବିଲଡରକୁ ବଟି ମାଗିବାରୁ ସକିଲ ଓ ତାର ସହଯୋଗୀ ଗିରଫ ।

କନକ ବ୍ୟୁରୋ: ୨୦ ଲକ୍ଷ ଟଙ୍କା ଦାଦା ବଟି ମାଗିଲା ଗ୍ୟାଙ୍ଗଷ୍ଟର । ତାକୁ ଓ ସହଯୋଗୀଙ୍କୁ ଉଠାଇନେଲା ପୋଲିସ୍ । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ଫସିଛି ଗ୍ୟାଙ୍ଗଷ୍ଟର ସେକ ସକିଲ । ସକିଲ ଓ ତାର ୫ ଜଣ ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ୍ । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି,…

ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା ।

କନକ ବ୍ୟୁରୋ: ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା । ଦିଅର ଘଟାଇଲା ବିଭତ୍ସ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଯୋକା ପଞ୍ଚାୟତ ପୋଖରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ଭାଉଜକୁ ଡାହାଣୀ ଲାଗୁଥିବା ସନ୍ଦେହ…

ବିଜ୍ଞାପନରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେପି । ଗୁଗଲ ଆଡ୍ ଖର୍ଚ୍ଚରେ ଶୀର୍ଷରେ ବିଜେପି , ବର୍ଷକରେ ୧୯ କୋଟି…

କନକ ବ୍ୟୁରୋ: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନ ରଣନୀତି । ବିଜ୍ଞାପନ ଜରିଆରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜନୈତିକ ଦଳ । ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ ଗୁଗଲ ବିଜ୍ଞାପନ ଖର୍ଚ୍ଚରେ ବିଜେପି ଶୀର୍ଷରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶୀତ ଦିନେ ବି ପାଣି ପାଇଁ ହଟହଟା । ଟ୍ୟୁବୱେଲରୁ ବାହାରୁନି ପାଣି । ନାଳ ପାଣି ପିଉଛନ୍ତି ଶହଶହ ଲୋକେ ।

କନକ ବ୍ୟୁରୋ: ଶୀତ ନସରୁଣୁ ପାନୀୟ ଜଳ ସମସ୍ୟା । ସାଧାରଣତଃ ଗ୍ରୀଷ୍ମରେ ଅନେକ ସ୍ଥାନରୁ ଜଳ ସଂକଟର ଚିତ୍ର ଆସେ । ହେଲେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଡୁବୁରିସିଂ ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି । ଯେଉଁ ନଳକୂପ ଅଛି ସେଥିରୁ ପାଣି ବାହାରୁନି । ବାଧ୍ୟ ହୋଇ ପିଇବା ପାଣି ପାଇଁ ନାଳ…