ଆଜିଠୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ହିତାଧିକାରୀ ।

କନକ ବ୍ୟୁରୋ: ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ହିତାଧିକାରୀ । ମୋ ସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ କରିପାରିବେ ହିତାଧିକାରୀ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍…

ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ହରିଣ ସିଂଘ, ଗୋଳାବାରୁଦ ସହ ୪ ଶିକାରୀ ଗିରଫ ।

କନକ ବ୍ୟୁରୋ: ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ଦୁଇଟି ହରିଣ ସିଂଘ ଦୁଇଟି ବନ୍ଧୁକ ୧୨୫ଟି ଗୁଳି ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଭଲିଆ ମଲ୍ଲିକ, ବୃନ୍ଦାବନ ମଲ୍ଲିକ, ଶଙ୍କର ପ୍ରଧାନ ଓ ପୂର୍ଣ୍ଣ ଗୌଡ । ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ବହୁ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ୧ । ଇସ୍ରୋରେ ଭିନ୍ନ ଉତ୍ସାହ…

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ । ନିର୍ଦ୍ଧାରିତ କକ୍ଷପଥ ଲାଗ୍ରାଞ୍ଜ ପଏଂଟରେ ଆଦିତ୍ୟ ଏଲ୧କୁ କରାଯିବ ଅବସ୍ଥାପିତ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି…

୨୦୨୪ରେ ରାଜ୍ୟରେ ୧୩ ଲକ୍ଷ ନୂଆ ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୫ ହଜାର । ନିର୍ବାଚନରେ ନେଇପାରନ୍ତି…

କନକ ବ୍ୟୁରୋ: ଯୁବ ଭୋଟ କାହା ପାଖକୁ ଯିବ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ…

ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା । ଆପ୍, କଂଗ୍ରେସ ପରେ ଆସନ ଭାଗବଣ୍ଟା ନେଇ…

କନକ ବ୍ୟୁରୋ: କଂଗ୍ରେସକୁ ମୁହଁ ମୋଡ଼ିଦେଲା ନୀତୀଶ କୁମାରଙ୍କ ଜେଡିୟୁ । ଇଣ୍ଡିଆ ମେଂଟରେ ଆସନ ବୁଝାମଣାକୁ ନେଇ ଜେଡିୟୁ କହିଛି, ବିହାରରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ରାଜ୍ୟରେ ସର୍ବନିମ୍ନ ୧୬ଟି ଆସନରେ ଲଢିବ ବୋଲି…

ବାଂଲାଦେଶରେ ରାଜନୈତିକ ହିଂସା । ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୫ଜଣଙ୍କ ମୃତ୍ୟୁ, ଅନେକ ଆହତ । ଟ୍ରେନରେ…

କନକ ବ୍ୟୁରୋ: ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ । ଶୁକ୍ରବାର ରାତିରେ ବାଂଲାଦେଶର ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୪ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଟ୍ରେନଟି ଜେସୋର ସହରରୁ ରାଜଧାନୀ ଢାକାକୁ…