କଳାହୀରାର କଳା କାରବାର: ଦିନରେ କୋଇଲା ଖୋଳି, ରାତିରେ ପଡୋଶୀ ଛତିଶଗଡକୁ ହେଉଛି ଚୋରା ଚାଲାଣ ।

କନକ ବ୍ୟୁରୋ: କଳାହୀରାର କଳା କାରବାର । ଦିନରେ କୋଇଲା ଖୋଳା ହୁଏ ଆଉ ରାତିରେ ଚୋରା ଚାଲାଣ ହୁଏ ଛତିଶଗଡ । ବିଗତ ଦିନରେ ଖଣି ର୍ଦୁନୀତିକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ବି ଚାଲିଛି ବେଆଇନ ଖଣି ଖନନ ଓ ପରିବହନ । ସୁନ୍ଦରଗଡ ଜିଲ୍ଲା ହେମିଗିର ବ୍ଲକ ରମ୍ଫିଆ କୋଲ ବ୍ଲକର ଚୋରା…

ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣକୁ ନେଇ ରାଜନୀତି । ବିଜେଡି କହିଲା ହିତାଧିକାରୀଙ୍କୁ…

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଉଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ…

ବିଜେପି ଆଡ଼କୁ ଢ଼ଳୁଛନ୍ତି କି ଭର୍ତ୍ତୃହରି? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା ।…

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ନୂଆଦିଲ୍ଲୀ ସ୍ଥିତ ଶାହଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ରାଜଭାଷା ନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି । ଗୃହମନ୍ତ୍ରୀ ଅମିତ ଶାହ ସଂସଦୀୟ ରାଜଭାଷା…

ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଅର୍ପଣ ରଥ ବୁଲିବା ଖର୍ଚ୍ଚ…

କ୍ରିକେଟର ମହମ୍ମଦ ସାମୀଙ୍କୁ ଅର୍ଜୁନ ସମ୍ମାନ । ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ମହାମହିମ…

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବର୍ଷ ପାଇଁ…

ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିିତ ମାଲକାନଗିରି ବିମାନବନ୍ଦର । ଏହାସହ ଉପାନ୍ତ ଅଞ୍ଚଳ ଭାବେ ଜଣାଯାଉଥିବା ମାମଲକାନଗିରିକୁ ଆକାଶମାର୍ଗରେ ମିଳିଲା ନୂଆ ପରିଚୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ…