ସୁଇସାଇଡ୍ ନୋଟ୍ ଲେଖିଲେ, ପଙ୍ଖାରେ ଝୁଲିଗଲେ ମଡେଲ

କନକ ବ୍ୟୁରୋ: ସୁଇସାଇଡ୍ ନୋଟ୍ ଲେଖିଲେ । ଏହାପରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ମଡେଲ । ଏପରି ଘଟଣା ଘଟିଛି ମୁମ୍ବାଇ ଇନେ୍ଧରୀରେ ଥିବା ଏକ ହୋଟେଲରେ । ମାୟାନଗରୀ ମୁମ୍ବାଇ କାହା ସ୍ୱପ୍ନକୁ ସାକାର କରେ ତ ଆଉ କାହା ସ୍ୱପ୍ନକୁ ଭାଙ୍ଗିଦିଏ । ଗ୍ଲାମର ଦୁନିଆଁର ଝଲମଲ ଇଲକାରେ ହସୁଥିବା…

ଗିରଫ ହୋଇପାରନ୍ତି ଆପ୍ ସାଂସଦ ରାଘବ ଚଢା । ଆଶଙ୍କା ପ୍ରକଟ କଲେ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ: ଗୁଜୁରାଟରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅଙ୍କକଷା ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି । ରାଜ୍ୟସଭା ସାଂସଦ ତଥା ଆପ୍ ନେତା ରାଘବ ଚଢା ଗିରଫ ହୋଇପାରନ୍ତି ବୋଲି…

ସିଏସଆଇଆର ଆଇଏମଏମଟିର ବୈଜ୍ଞାନିକ ଆଇଇଟିଇ ଦ୍ୱାରା ପୁରସ୍କୃତ

କନକ ବ୍ୟୁରୋ: ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ ଇଞ୍ଜିନିୟର୍ସ ଅନୁଷ୍ଠାନ (ଆଇଇଟିଇ) ହେଉଛି ଭାରତର ଅଗ୍ରଣୀ ସ୍ୱୀକୃତି ପ୍ରାପ୍ତ ବୃତ୍ତିଗତ ସମାଜ ଯାହା ଇଲେକ୍ଟ୍ରୋନିକ୍ସ, ଟେଲି ଯୋଗାଯୋଗ ଏବଂ ଆଇଟିର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତିପାଇଁ ଉତ୍ସର୍ଗୀକୃତ ଏବଂ ଏହା ୧୯୫୩ ରେ…

‘ପିଲା କାହିଁକି ଜନ୍ମ କରୁଥିଲ?’ ସ୍କୁଲ ସମସ୍ୟା ନେଇ ଯାଇଥିବା ଅଭିଭାବକଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ

କନକ ବ୍ୟୁରୋ: ସ୍କୁଲର ସମସ୍ୟା ନେଇ ଅଭିଭାବକମାନେ ଯାଇଥିଲେ ସାଉଥ୍ ଦିଲ୍ଲୀର ବିଜେପି ସାଂସଦ ରମେଶ ବିଘୁଡିଙ୍କ ପାଖକୁ । ସ୍କୁଲର ସମସ୍ୟା କହିବା ସହ କିଛି ଦାବି ରଖିବାରୁ ରାଗିଯାଇଥିଲେ ସାଂସଦ । ଆଉ ଏପରି କିଛି କହିଥିଲେ  ଯାହାକୁ ନେଇ ବିଜେପି ଓ ଆପ୍ ନେତା ମୁହାଁମୁହିଁ ହୋଇଛନ୍ତି ।…

ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଜିନିଷ: ଆଜି ହିଁ ଏସବୁକୁ ନିଜ ଖାଦ୍ୟରୁ ବାଦ ଦିଅନ୍ତୁ

କନକ ବ୍ୟୁରୋ: ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ…

ଥରିଲା ମିଆଁମାର: ଉତ୍ତରଭାରତରେ ମଧ୍ୟ ପ୍ରଭାବ ଅନୁଭୂତ ।

କନକ ବ୍ୟୁରୋ: ଶୁକ୍ରବାର ଭୋର ସମୟରେ ମିଆଁମାର୍‌ରେ ସଂଗଠିତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଉତ୍ତରପୂର୍ବ ଭାରତରେ କମ୍ପନ ଅନୁଭୂତ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଗତ ରାତି ୩.୫୨ରେ ମିଆଁମାର୍‌ରେ ସଂଗଠିତ ଉକ୍ତ ଭୂମିକମ୍ପ ତୀବ୍ରତା ୫.୨ ଥିବା କଥା…