ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା : ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

21

କନକ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା । ପୂର୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । କେନ୍ଦୁଝର ବଡବିଲ ପୂର୍ତବିଭାଗରେ ଥିବା ବେଳେ ଦୁର୍ନୀତି ହୋଇଥିଲା । ୨୦୧୪ ମସିହାରେ ଦୁର୍ନୀତି ହୋଇଥିଲା । ଏବେ ଅନୁଗୁଳ ପୂର୍ତବିଭାଗ ଅଫିସରୁ ତାଙ୍କୁ ଗିରଫ କରାଯାଇଛି ।