ଓଡ଼ିଶାରେ ପୁଣି ଟ୍ରେନ୍ ଅଘଟଣ । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ।

10,729

କନକ ବ୍ୟୁରୋ: ଓଡ଼ିଶାରେ ପୁଣି ଟ୍ରେନ୍ ଅଘଟଣ । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ରାୟଗଡ଼ା ଆମ୍ବଦୋଳା ନିକଟରେ ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । କ’ଣ କ୍ଷୟକ୍ଷତି ହୋଇଛି ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।