ଚାଲି ଚାଲି ପାଣିରେ ପଶି ଇନ୍ଦ୍ରାବତି ନଦୀ ପାରି ହେଉଛନ୍ତି ସୁରକ୍ଷା କର୍ମୀ ।ଏନକାଉଣ୍ଟର ପରେ ହେଡକ୍ୱାର୍ଟରକୁ ଫେରିବା ବେଳର ଦୃଶ୍ୟ କ୍ୟାମେରାରେ ହୋଇଛି କଏଦ ।

133

କନକବ୍ୟୁରୋ:ଛତିଶଗଡ଼ରେ ଚାଲି ଚାଲି ଇନ୍ଦ୍ରାବତି ନଦୀ ପାରି ହେଉଛନ୍ତି ସୁରକ୍ଷା କର୍ମୀ । ଏନକାଉଣ୍ଟର ପରେ ହେଡକ୍ୱାର୍ଟରକୁ ଫେରିବା ବେଳର ଦୃଶ୍ୟ କଏଦ ହୋଇଛି । ଏନକାଉଣ୍ଟର ସରିବା ପରେ ଜଙ୍ଗଲ ଭିତରୁ ଫେରୁଥିବା ବେଳେ ଚାଲି ଚାଲି ଇନ୍ଦ୍ରାବତି ନଦୀ ପାରି ହେଉଥିବା ଦେଖିବାକୁ ମିଳିଛି । ନାରାୟଣପୁର-ବିଜେପିୁର-ଦନ୍ତେୱାଡା ସୀମା ଅଂଚଳରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଂଟର ଚାଲିଥିଲା । ଏଥିରେ ୮ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି ।